ଓଡିଶା – ONA KHABAR

ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପାଇଁ ଫୋଲ୍ଡିଂ ରାମ୍ପ
ପୁରୀ : ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା ପାଇଁ ପାଇଲଟ ରାମ୍ପର ନିର୍ମାଣ । ଆସନ୍ତା ୭ରୁ ୮ ଦିନ ମଧ୍ୟରେ ସରିବ । ଆଇଆଇଟି ଭୁବନଶ୍ୱର ଦ୍ୱାରା ପ୍ରସ୍ତାବିତ ରାମ୍ପ ମଡେଲର ସମୀକ୍ଷା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏହି ଫୋଲ୍ଡିଂ ରାମ୍ପକୁ ପ୍ରାୟ ୫ ମିନିଟ ମଧ୍ୟରେ ଖୋଲାଯାଇ ପୁଣି ବନ୍ଦ କରାଯାଇପାରିବ । ପାଇଲଟ ରାମ୍ପ ବା ପ୍ରଥମ ରାମ୍ପ ନିର୍ମାଣ ଶେଷ ହେବା ପରେ ଶ୍ରୀମନ୍ଦିର ଛତିଶା ନିଯୋଗ ପ୍ରତିନିଧି , ଶ୍ରୀମନ୍ଦିର ପରିଚାଳନା କମିଟି ପ୍ରତିନିଧିମାନଙ୍କୁ ଏହି ରାମ୍ପ ପରିଦର୍ଶନ କରାଯିବ । ସେମାନଙ୍କ ମତାମତ ଓ ନିଷ୍ପତ୍ତି ଆଧାରରେ ଆବଶ୍ୟକ ସ୍ଥଳେ ଏହାକୁ ସଂଶୋଧନ କରାଯିବ । ନଚେତ ଅନୁମତି ମିଳିଲେ ଏହା କାର୍ଯ୍ୟକ୍ଷମ ହେବ । ଆଗକୁ ୬ ଥାକିଆ ରାମ୍ପ ପାଇଁ ବ୍ୟବସ୍ଥା ହେବ । ୩ରୁ ୪ ମାସ ମଧ୍ୟରେ ପୂର୍ଣ୍ଣ ମଡେଲ ପ୍ରସ୍ତୁତ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ସେହିପରି ଶ୍ରୀମନ୍ଦିରରେ ପୁରୀ ସହରବାସୀଙ୍କ ସୁବିଧାରେ ଦର୍ଶନ ପାଇଁ ଟେକ୍ନୋଲୋଜି ମଡେଲ ପ୍ରସ୍ତୁତ ହୋଇଛି । ଉତ୍ତରଦ୍ୱାରରେ ସହରବାସୀ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ବ୍ୟବସ୍ଥା କରାଯାଉଛି । ବାୟୋମେଟ୍ରିକ ବ୍ୟବସ୍ଥା ମାଧ୍ୟମରେ ଏହାକୁ ସହଜ କରାଯାଉଛି । ସହରବାସୀଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନକୁ ଅଦିକ ସହଜ ସୁବିଧାଜନକ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

The post ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପାଇଁ ଫୋଲ୍ଡିଂ ରାମ୍ପ appeared first on ONA KHABAR.

କିଏ ହାଇକୋର୍ଟ ଗଲେ ମୋର କୌଣସି ଅସୁବିଧା ନାହିଁ
ଭୁବନେଶ୍ୱର: ବିଜେଡି ହାଇକୋର୍ଟ ଯିବା ପରେ ବିଧାୟକ ଅରବିନ୍ଦ ମହାପାତ୍ର ପ୍ରତିକ୍ରିୟା ରଖି କହିଛନ୍ତି, ମୁଁ ଆଇନ ଅନୁଯାୟୀ, ଭୋଟ ଦେଇଥିଲି, କିଛି ଅସୁବିଧା ନାହିଁ । ମୁଁ ଦଳରେ ନଥିଲି, କାଗଜ କଲମରେ ମୁଁ ବିଜେଡିରେ ଅଛି । ମୁଁ ପାଟକୁରା ସେବା ପାଇଁ ଲାଗିଛି, ଯାହା କରିବା କଥା କରନ୍ତୁ । ହାଇକୋର୍ଟ ଯିବା ପ୍ରସଙ୍ଗରେ ମୁଁ ଆଦୌ ଚିନ୍ତିତ ନୁହେଁ । କୋର୍ଟ ଯିବା କଥା ଯାଆନ୍ତୁ, ମୋର କୌଣସି ଅସୁବିଧା ନାହିଁ କହିଛନ୍ତି ଅରବିନ୍ଦ ।

The post କିଏ ହାଇକୋର୍ଟ ଗଲେ ମୋର କୌଣସି ଅସୁବିଧା ନାହିଁ appeared first on ONA KHABAR.

ଖରାପ ହେଲା ଆମ୍ବୁଲାନ୍ସ : ରୋଗୀ ମୃତ
ବାଲେଶ୍ୱର: ଅଧାରାସ୍ତାରେ ଆମ୍ବୁଲାନ୍ସ ଖରାପ ହେବା କାରଣରୁ ଚାଲିଗଲା ରୋଗୀଙ୍କ ଜୀବନ । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଞ୍ଚଳରୁ ଆସିଛି ଏପରି ଘଟଣା ।ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ତୋରାଣିପଦା ଗାଁରେ ଭାଗବତ ସାହୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ । ଏହାପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମେଡିକାଲକୁ ପଠାଯାଉଥିଲା । ହେଲେ ଜଲଙ୍ଗ ଛକ ନିକଟରେ ଆମ୍ବୁଲାନ୍ସ ଖରାପ ହୋଇଯାଇଥିଲା । ଦୀର୍ଘ ସମୟ ଧରି ଅଧାରାସ୍ତାରେ ଅଟକି ରହିଥିଲା ଆମ୍ବୁଲାନ୍ସ । ଯାହାଫଳରେ ଗାଡ଼ିରେ ଥିବା ଗୁରୁତର ରୋଗୀଙ୍କର ମୃତ୍ୟୁ ହୋଇଯାଇଛି । ତେବେ ଏଠି ପ୍ରଶ୍ନ ଉଠୁଛି । ଯେଉଁ ଆମ୍ବୁଲାନ୍ସ ଲୋକଙ୍କୁ ଠିକ୍ ସମୟରେ ମେଡିକାଲରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଛି । ଆଜି ସେହି ଆମ୍ବୁଲାନ୍ସ ଅଧାରାସ୍ତାରେ ହୋଇଯାଇଛି ଖରାପ । ଏ ଦାୟିତ୍ୱ ହୀନତା ନା ଆଉ କିଛି ।

The post ଖରାପ ହେଲା ଆମ୍ବୁଲାନ୍ସ : ରୋଗୀ ମୃତ appeared first on ONA KHABAR.

ରାଜ୍ୟସଭା ନିର୍ବାଚନ: ହାଇକୋର୍ଟ ଗଲା ବିଜେଡି
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ , ହାଇକୋର୍ଟ ଗଲା ବିଜୁ ଜନତା ଦଳ । ବାଚସ୍ପତିଙ୍କୁ ପକ୍ଷଭୁକ୍ତ କରି ବିଜେଡିର ପିଟ ପିଟିସନ ଦାଖଲ ।ରାଜ୍ୟସଭା ରାଜ୍ୟସଭା ନିର୍ବାଚନରେ ଦଳୀୟ ନିଷ୍ପତ୍ତି ବିରୋଧରେ ୮ ସଦସ୍ୟ ଭୋଟ ଦେଇଥିଲେ । ଦଳୀୟ ନିଷ୍ପତ୍ତି ବିରୋଧରେ ଭୋଟ ଦେଇଥିବାରୁ ସଦସ୍ୟତା ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ ଦଳ ପିଟିସନ ଦାଖଲ କରିଥିଲା ବିଜେଡି । କିନ୍ତୁ ଟେକ୍ନିକାଲ ଗ୍ରାଉଣ୍ଡରେ ବାଚସ୍ପତି ପିଟିସନକୁ ଖାରଜ କରିଥିଲେ । ବାଚସ୍ପତିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ବିଜେଡି ରିଟ ପିଟିସନ ଦାଖଲ କରିଛି । ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି । ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ୱାଳ, ନବ ମଲ୍ଲିକ, ରମାକାନ୍ତ ଭୋଇ, ସୁବାସିନୀ ଜେନା . ଚକ୍ରଧର କହଁର, ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ କ୍ରସ ଭୋଟିଂ କରିଥିଲେ ।

The post ରାଜ୍ୟସଭା ନିର୍ବାଚନ: ହାଇକୋର୍ଟ ଗଲା ବିଜେଡି appeared first on ONA KHABAR.

ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ ସହ ବୋଲେରୋ ଧକ୍କା: ୮ ମୃତ
ନୂଆଦିଲ୍ଲୀ : ସକାଳୁ ସକାଳୁ ରାଜପଥରେ ମୃତ୍ୟୁର ତାଣ୍ଡବ। ଦୁଇ ଗାଡ଼ି ମଧ୍ୟରେ ଭୟଙ୍କର ଧକ୍କା। ମହାରାଷ୍ଟ୍ରର ଭଣ୍ଡାରାରୁ ଆସିଛି ଏଭଳି ଛାତିଥରା ଦୁର୍ଘଟଣାର ଖବର। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣ ଶିଶୁଙ୍କ ସମେତ ଚାଲିଯାଇଛି ୮ ଜଣଙ୍କ ଜୀବନ। ଶୁକ୍ରବାର ସକାଳେ ନାଗପୁର-ରାୟପୁର ଜାତୀୟ ରାଜପଥ-୫୩ର ପିମ୍ପଲଗାଓଁ ରାସ୍ତାରେ ଥିବା ଭାଉ ଢାବା ନିକଟରେ ଘଟିଥିଲା ଏହି ଭୟଙ୍କର ଦୁର୍ଘଟଣା। ଏକ ବୋଲେରୋ ଗାଡ଼ି ଏକ ଟ୍ରକ୍ ସହ ଧକ୍କା ହେବା ପରେ ଘଟଣାସ୍ଥଳରେ ହିଁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ ସୂଚନା ଦେଇଛି।ମୃତକଙ୍କ ମଧ୍ୟରେ ୫ ଜଣ ବୟସ୍କ ଏବଂ ୩ ଜଣ ଶିଶୁ ରହିଛନ୍ତି। ସମସ୍ତେ ଛତିଶଗଡ଼ର ରାଜଧାନୀ ରାୟପୁରରୁ ନାଗପୁର ଅଭିମୁଖେ ଯାତ୍ରା କରୁଥିଲେ। କିନ୍ତୁ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଘଟିଗଲା ଅଘଟଣ। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଖେଳିଯାଇଥିଲା ଆତଙ୍କ। ଗାଡ଼ି ଭିତରେ ଫସି ରହିଥିଲେ ଯାତ୍ରୀ। ଖବର ପାଇ ପ୍ରଥମେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ପୋଲିସ ଓ ପ୍ରଶାସନିକ ଟିମ୍ ମଧ୍ୟ ପହଞ୍ଚି ଆହତମାନଙ୍କୁ ଗାଡ଼ିରୁ ବାହାର କରିଥିଲେ।ଏହି ଦୁର୍ଘଟଣାରେ ଆଉ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ସ୍ଥାନିୟ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଉଛି।

The post ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ ସହ ବୋଲେରୋ ଧକ୍କା: ୮ ମୃତ appeared first on ONA KHABAR.

ବିଷ ପିଇଲେ ପ୍ରେମୀ ଯୁଗଳ: ପ୍ରେମିକା ମୃତ, ପ୍ରେମିକ ଗୁରୁତର
ନୂଆପଡ଼ା: ବିଷ ପିଇଦେଲେ ପ୍ରେମୀ ଯୁଗଳ। ନାବାଳିକା ପ୍ରେମିକା ମୃତ, ପ୍ରେମିକ ଗୁରୁତର । ବିଷ ପିଇ ଛଟ ପଟ ହେଉଥିବା ବେଳେ ଜମିରୁ ଉଭୟଙ୍କୁ ଉଦ୍ଧାର କରିଥିଲେ ପରିବାର ଲୋକେ। ସିନାପାଲିରେ ପ୍ରାଥମିକ ଚିକିତ୍ସା ପରେ ଖଡ଼ିଆଳ ଓ ପରେ ନୂଆପଡ଼ା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ପ୍ରେମିକାର ଜୀବନ ଚାଲିଯାଇଛି। ୨୨ ବର୍ଷିୟ ଯୁବକ ଏବେ ବି ଜୀବନ ମରଣ ସହ ସଂଘର୍ଷ କରୁଛି।ଖବର ଅନୁଯାୟୀ, ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ସେମାନେ ପ୍ରେମ ପାଇଁ ଘର ଛାଡ଼ିଥିଲେ। ହେଲେ କାହିଁକି ବିଷ ପିଇଲେ ତାହା ଅଷ୍ପଷ୍ଟ ରହିଛି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରେମିକାର ମୃତ୍ୟୁ ହୋଇଥିବା ବେଳେ ପ୍ରେମିକ ଗୁରୁତର ଅଛନ୍ତି । ମେଡିକାଲରେ ଏବେବି ଚାଲିଛି ଚିକିତ୍ସା ।

The post ବିଷ ପିଇଲେ ପ୍ରେମୀ ଯୁଗଳ: ପ୍ରେମିକା ମୃତ, ପ୍ରେମିକ ଗୁରୁତର appeared first on ONA KHABAR.

ଲଘୁଚାପ ସକ୍ରିୟ: ଏହି ୧୦ ଜିଲାରେ ଛେଚିବ ବର୍ଷା!
ଭୁବନେଶ୍ୱର :ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଫଳରେ ଗୁରୁବାର ଅଧିକାଂଶ ଜିଲାରେ ବର୍ଷା ହୋଇଥିବାବେଳେ କଟକ ଜିଲା ବାଙ୍କୀଠାରେ ସର୍ବାଧିକ ୧୦୪ ମି.ମି. ବର୍ଷ ରେକର୍ଡ ହୋଇଛି। ଶୁକ୍ରବାର ମଧ୍ୟ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷକରି କଳାହାଣ୍ଡି, ନବରଙ୍ଗପୁର ଏବଂ କୋରାପୁଟ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏସବୁ ଜିଲାରେ ଘଡ଼ଘଡ଼ି ସହିତ ଝଡ଼ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି। ସେହିପରି ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, ଗଜପତି ଏବଂ ଗଞ୍ଜାମ ଜିଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ଏହାବାଦ୍‌ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲାରେ ଘଡ଼ଘଡ଼ି ସହିତ ଝଡ଼ବର୍ଷା ନେଇ ସତର୍କ କରାଯାଇଛି। ଶନିବାର ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ଏବଂ ଏହାପରେ ବର୍ଷା ପରିମାଣ କମିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

The post ଲଘୁଚାପ ସକ୍ରିୟ: ଏହି ୧୦ ଜିଲାରେ ଛେଚିବ ବର୍ଷା! appeared first on ONA KHABAR.

ବାରିପଦାରେ ଭିଜିଲାନ୍ସ ରେଡ୍‌! ୨ ଅଡିଟ୍‌ ଅଫିସର ଧରାପଡ଼ିଲେ
ମୟୁରଭଞ୍ଜ: ବାରିପଦା ସହରରୁ ୨ ଜଣ ଅଡିଟ୍ ଅଫିସରଙ୍କୁ ଧରିଲା ଭିଜିଲାନ୍ସ । ଗାଡିରୁ ୫ ଲକ୍ଷ ୨୦ ହଜାର ଟଙ୍କା ଜବତ କରାଯାଇଥିବା ବେଳେ ବାରିପଦାରେ ରହୁଥିବା ଏକ ହୋଟେଲ ରୁମରୁ ୯ ଲକ୍ଷ ଟଙ୍କା ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ । ଗତ ବିଳମ୍ବିତ ରାତିରେ ଭିଜିଲାନ୍ସ ଟିମ୍ ସେମାନଙ୍କୁ ପିଛା କରିଥିଲେ । ପରେ ବାରିପଦା ସହରରୁ ଦୁଇ ଅଡିଟ୍ ଅଫିସରଙ୍କୁ ଧରିଛି ଭିଜିଲାନ୍ସ ଟିମ୍ । ଅଟକ ଦୁଇ ଅଡିଟ୍ ଅଫିସର ହେଉଛନ୍ତି ପ୍ରଜ୍ଞା ପ୍ରକାଶ ପାତ୍ର ଏବଂ ପ୍ରଶାନ୍ତ ପ୍ରଧାନ। ଉଭୟ ଭୁବନେଶ୍ୱର ଏସ୍‌ଟିଏସ ବିଭାଗରେ କାର୍ଯ୍ୟରତ। ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଆଶ୍ରମ ଏବଂ ଆଦିବାସୀ ହଷ୍ଟେଲରେ ଅଡିଟ୍ ଚାଲିଥିଲା। ଏହି ସମୟରେ ବିପୁଳ ପରିମାଣର ନଗଦ ଟଙ୍କା ସେମାନଙ୍କ ନିକଟରେ ଥିବା ଖବର ପାଇଥିଲା ଭିଜିଲାନ୍ସ। ଏହାପରେ ଉଭୟଙ୍କର ଗତିବିଧି ଉପରେ ନଜର ରଖିଥିଲା। ଅଟକ ଦୁଇ ଅଫିସରଙ୍କୁ ନେଇ ଭିଜିଲାନ୍ସ ଟିମ୍ ଭୁବନେଶ୍ୱର ଯାଇଛି ।

The post ବାରିପଦାରେ ଭିଜିଲାନ୍ସ ରେଡ୍‌! ୨ ଅଡିଟ୍‌ ଅଫିସର ଧରାପଡ଼ିଲେ appeared first on ONA KHABAR.

ରତ୍ନଭଣ୍ଡାରରୁ ମିଳିଥିବା ମହାପ୍ରଭୁଙ୍କ ଅଳଙ୍କାର ସାର୍ବଜନୀନ କରାଯିବ ନାହିଁ: ମନ୍ତ୍ରୀ
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି- ମଣତି ଏବଂ ଅଳଙ୍କାର ତାଲିକାଭୁକ୍ତ ପ୍ରକ୍ରିୟାକୁ ନେଇ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ବଡ ପ୍ରତିକ୍ରିୟା ରଖିଛନ୍ତି । ରତ୍ନଭଣ୍ଡାରରୁ ମିଳିଥିବା ମହାପ୍ରଭୁଙ୍କ ସୁନା , ରୂପା ଓ ମୂଲ୍ୟବାନ ରତ୍ନର ଗଣତି କାର୍ଯ୍ୟ ଶେଷ ହେବା ପରେ, ସେଗୁଡିକର କୌଣସି ବିବରଣୀ ସାର୍ବଜନୀନ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଯେ ରତ୍ନଭଣ୍ଡାରର ପ୍ରତ୍ୟେକଟି ଅଳଙ୍କାର ଓ ମୂଲ୍ୟବାନ ଦ୍ରବ୍ୟର ଗଣତି ମଣତି କରାଯାଇ ସମସ୍ତ ତଥ୍ୟକୁ ସମ୍ପୁର୍ଣ୍ଣ ଭାବେ ଡିଜିଟାଇଜେସନ କରାଯାଇଛି । ୩ଡି ସ୍କାନିଂ , ହାଇ ରିଜୋଲ୍ୟୁସନ ଫଟୋଗ୍ରାଫି ଓ ଭିଡିଓଗ୍ରାଫି ମାଧ୍ୟମରେ ପ୍ରତ୍ୟେକ ଗହଣାର ଆକାର, ଓଜନ , ଗଠନ ଓ ରତ୍ନର ବିବରଣୀକୁ ଏକ ସୁରକ୍ଷିତ ଡିଜିଟାଲ ଡାଟାବେସରେ ସଂରକ୍ଷିତ କରି ରଖାଯାଇଛି । ସୁରକ୍ଷା ଦୃଷ୍ଟିରୁ ଏବଂ ଶ୍ରୀମନ୍ଦିର ପରମ୍ପରାକୁ ଦୃଷ୍ଟିରେ ରଖି ଏହି ସମ୍ପତ୍ତିର ସମ୍ପୁର୍ଣ୍ଣ ତାଲିକା ସାଧାରଣରେ ପ୍ରକାଶ କରାଯିବ ନାହିଁ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ଗଣତି ପ୍ରକ୍ରିୟା ସମୟରେ ୧୯୭୮ ମସିହାରେ ହୋଇଥିବା ପୁରୁଣା ତାଲିକା ସହ ବର୍ତ୍ତମାନ ଅଳଙ୍କାରଗୁଡିକୁ ମିଳାଯାଇ ଦେଖାଯାଇଛି ।

The post ରତ୍ନଭଣ୍ଡାରରୁ ମିଳିଥିବା ମହାପ୍ରଭୁଙ୍କ ଅଳଙ୍କାର ସାର୍ବଜନୀନ କରାଯିବ ନାହିଁ: ମନ୍ତ୍ରୀ appeared first on ONA KHABAR.

ଭୋଗରାଇ ଓରାଙ୍ଗଉଟାନ ରହସ୍ୟ ଖୋଲିବ: ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ଭୋଗରାଇ ବିଚିତ୍ରପୁରରୁ ୫ଟି ଓରାଂଉଟାନ୍ ଶାବକ ଉଦ୍ଧାର ଘଟଣା । ଏହାର ଖୁବ୍ ବିସ୍ତୃତ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ଘଟଣାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିବା ସହ, ଏହି ପ୍ରାଣୀମାନେ କେଉଁ ପରିସ୍ଥିତିରେ ଓଡ଼ିଶାରେ ପହଞ୍ଚିଲେ, ସେ ସମ୍ପର୍କରେ ସବିଶେଷ ତଦନ୍ତ କରିବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପଛରେ କଣ ପୃଷ୍ଠଭୂମି ରହିଛି, ତାକୁ ସ୍ପଷ୍ଟ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

The post ଭୋଗରାଇ ଓରାଙ୍ଗଉଟାନ ରହସ୍ୟ ଖୋଲିବ: ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ appeared first on ONA KHABAR.