କଟକ – ONA KHABAR

ସାଉଦି କରେନ୍ସି ନାଁରେ ଠକେଇ: ୪ ଗିରଫ
କଟକ: ସାଉଦି କରେନ୍ସି ନାଁରେ ଠକେଇ ଅଭିଯୋଗ । ୪ ଜଣଙ୍କୁ ଗିରଫ କଲା ମଙ୍ଗଳବାଗ ଥାନା ପୋଲିସ । ଗିରଫ ଯୁବକଙ୍କ ଠାରୁ ୧ ଲକ୍ଷ ୨୫ ହଜାର ଟଙ୍କା ଜବତ । ସାଉଦି କରେନ୍ସି ବଦଳନ କଲେ ଅଧିକ ଟଙ୍କା ମିଳିବାର ଲୋଭ ଦେଖାଉଥିଲେ । ଫେକ କରେନ୍ସି ଦେଇ ୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ଠକେଇର ଶିକାର ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ଗିରଫ ।

The post ସାଉଦି କରେନ୍ସି ନାଁରେ ଠକେଇ: ୪ ଗିରଫ appeared first on ONA KHABAR.

ଶ୍ରମିକଙ୍କୁ ପିଟି ପିଟି ମାରିଦେଲେ
କଟକ: କଟକ ଜିଲ୍ଲାରୁ ଆସିଛି ଏକ ଅଭାବନୀୟ ଘଟଣା । ବିଲ୍ଡର ସଂସ୍ଥାରେ କାମ କରୁଥିବା ଶ୍ରମିକକୁ ପିଟି ପିଟି ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ତେବେ ଏଭଳି ଖବର ବାରଙ୍ଗ ଥାନା ଅଞ୍ଚଳରେ ଘଟିଥିବା ବେଳେ , ଶ୍ରମିକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ତେବେ ସୂଚନା ମୁତାବକ , ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଶ୍ରମିକଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ । ସୂଚନା ଅନୁଯାଇ , ହତ୍ୟା ଅଭିଯୋଗ ନେଇ ବାରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକେ । ତେବେ ଶ୍ରମିକ ଜଣଙ୍କ ଘର କେନ୍ଦ୍ରାପଡା ଜିଲ୍ଲାରେ ହୋଇଥିବା ନେଇ ସୂଚନା ରହିଛି ।

The post ଶ୍ରମିକଙ୍କୁ ପିଟି ପିଟି ମାରିଦେଲେ appeared first on ONA KHABAR.

ଡ୍ରେନ ମୃତ୍ୟୁ: ଓଏଚଆରସିରେ ମାମଲା
କଟକ: ରାଜ୍ୟ ମାନବାଧିକାର କମିଶନରଙ୍କ ନିକଟ ରେ ମାମଲା। ମୃତକଙ୍କ ପରିବାର କୁ ୨୦ ଲକ୍ଷ ଟଙ୍କା ଦେବା ନେଇ ନିବେଦନ ହୋଇଛି । ସେହିପରି ଆହତଙ୍କୁ ୫ ଲକ୍ଷ ଟଙ୍କା ସହାୟତା ଦେବାକୁ ନିବେଦନ କରାଯାଇଛି। ଡ଼ିସିପିଙ୍କୁ ନେତୃତ୍ୱ ରେ ତଦନ୍ତ ପାଇଁ ନିବେଦନ ହୋଇଛି । ଆଇନଜୀବୀ ଶିବଶଙ୍କର ପକ୍ଷରୁ ଆବେଦନ ହୋଇଛି। ୨ ଦିନ ପୂର୍ବରୁ କଟକ ଡ୍ରେନ କାମ ବେଳେ ଚାଲିଯାଇଥିଲା ଜଣଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଥିଲା କଟକ ଜିଲ୍ଲା , ବିଡାନାସୀ ଅଞ୍ଚଳରେ । ଡ୍ରେନ କାନ୍ଥ ପଡି ଜଣେ ମୃତ , ୨ ଗୁରୁତର ଆହତ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଡ୍ରେନ କାମ ଚାଲିଥିବା ବେଳେ , ଏଭଳି ଘଟଣା ଘଟିଥିଲା । ତେବେ ଠିକାଦାର ଶ୍ରମିକ ମାନଙ୍କୁ କାମରେ ଲଗେଇଥିଲେ । ସ୍ଥାନୀୟ ଲୋକଙ୍କ କହିବା ମୁତାବକ କାନ୍ଥ ଟି ଦୁର୍ବଳ ଥିବାରୁ ଏଭଳି ଅଭାବନୀୟ ଘଟଣା ଘଟିଥିଲା । ତେବେ ଆଜି ଶବ କୁ ରାସ୍ତା ଉପରେ ରଖି ଦାବି କରାଯାଇଥିବା ଦେଖିବାକୁ ମିଳିଥିଲା ।

The post ଡ୍ରେନ ମୃତ୍ୟୁ: ଓଏଚଆରସିରେ ମାମଲା appeared first on ONA KHABAR.

ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ: ସିଏମସି
କଟକ: କଟକ ମହାନଗର ନିଗମ କମିଶନରଙ୍କ ପ୍ରତିକ୍ରିୟା । ମୃତକଙ୍କ ପତ୍ନୀଙ୍କ ଚାକିରୀ ଅନୁରୋଧ ବିଚାରକୁ ନେବା ସିଏମସି । ତଦନ୍ତ କମିଟି ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସୂଚନାଯୋଗ୍ୟ , ଗତକାଲି ଡ୍ରେନ କାମ ବେଳେ ଚାଲିଯାଇଥିଲା ଜଣଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଥିଲା କଟକ ଜିଲ୍ଲା , ବିଡାନାସୀ ଅଞ୍ଚଳରେ । ଡ୍ରେନ କାନ୍ଥ ପଡି ଜଣେ ମୃତ , ୨ ଗୁରୁତର ଆହତ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଡ୍ରେନ କାମ ଚାଲିଥିବା ବେଳେ , ଏଭଳି ଘଟଣା ଘଟିଥିଲା । ତେବେ ଠିକାଦାର ଶ୍ରମିକ ମାନଙ୍କୁ କାମରେ ଲଗେଇଥିଲେ । ସ୍ଥାନୀୟ ଲୋକଙ୍କ କହିବା ମୁତାବକ କାନ୍ଥ ଟି ଦୁର୍ବଳ ଥିବାରୁ ଏଭଳି ଅଭାବନୀୟ ଘଟଣା ଘଟିଥିଲା । ତେବେ ଆଜି ଶବ କୁ ରାସ୍ତା ଉପରେ ରଖି ଦାବି କରାଯାଇଥିବା ଦେଖିବାକୁ ମିଳିଥିଲା । ଏହି ପରିପେକ୍ଷୀରେ କମିଶନର ପ୍ରତିକ୍ରିୟା ରଖିଛନ୍ତି ।

The post ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ: ସିଏମସି appeared first on ONA KHABAR.

ଡ୍ରେନ ଅଘଟଣ: ଶବ ରଖି ରାସ୍ତାରୋକ
କଟକ: ଡ୍ରେନ କାମ ବେଳେ କାନ୍ଥ ପଡି ଶ୍ରମିକ ମୃତ୍ୟୁ ଘଟଣା । ବିଡାନାସୀ ଛକରେ ଶବ ରଖି ଲୋକଙ୍କ ରାସ୍ତାରୋକ । ସରକାରୀ ସୁବିଧା ଓ କ୍ଷତି ପୂରଣ ଦାବିରେ ରାସ୍ତାରୋକ ରଖିଲେ ଲୋକେ । ସୂଚନାଯୋଗ୍ୟ , ଗତକାଲି ଡ୍ରେନ କାମ ବେଳେ ଚାଲିଯାଇଥିଲା ଜଣଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଥିଲା କଟକ ଜିଲ୍ଲା , ବିଡାନାସୀ ଅଞ୍ଚଳରେ । ଡ୍ରେନ କାନ୍ଥ ପଡି ଜଣେ ମୃତ , ୨ ଗୁରୁତର ଆହତ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଡ୍ରେନ କାମ ଚାଲିଥିବା ବେଳେ , ଏଭଳି ଘଟଣା ଘଟିଥିଲା । ତେବେ ଠିକାଦାର ଶ୍ରମିକ ମାନଙ୍କୁ କାମରେ ଲଗେଇଥିଲେ । ସ୍ଥାନୀୟ ଲୋକଙ୍କ କହିବା ମୁତାବକ କାନ୍ଥ ଟି ଦୁର୍ବଳ ଥିବାରୁ ଏଭଳି ଅଭାବନୀୟ ଘଟଣା ଘଟିଥିଲା । ତେବେ ଆଜି ଶବ କୁ ରାସ୍ତା ଉପରେ ରଖି ଦାବି କରାଯାଇଥିବା ଦେଖିବାକୁ ମିଳିଛି ।

The post ଡ୍ରେନ ଅଘଟଣ: ଶବ ରଖି ରାସ୍ତାରୋକ appeared first on ONA KHABAR.

ଡ୍ରେନ କାନ୍ଥ ପଡି ଜଣେ ମୃତ , ୨ ଗୁରୁତର
କଟକ: ଡ୍ରେନ କାମ ବେଳେ ଚାଲିଯାଇଛି ଜଣଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା , ବିଡାନାସୀ ଅଞ୍ଚଳରେ । ଡ୍ରେନ କାନ୍ଥ ପଡି ଜଣେ ମୃତ , ୨ ଗୁରୁତର ଆହତ ହୋଇଥିଆବ ନେଇ ଖବର ସାମ୍ନାକୁ ଆସିଛି । ଡ୍ରେନ କାମ ଚାଲିଥିବା ବେଳେ , ଏଭଳି ଘଟଣା ଘଟିଛି । ତେବେ ଠିକାଦାର ଶ୍ରମିକ ମାନଙ୍କୁ କାମରେ ଲଗେଇଥିଲେ । ସ୍ଥାନୀୟ ଲୋକଙ୍କ କହିବା ମୁତାବକ କାନ୍ଥ ଟି ଦୁର୍ବଳ ଥିବାରୁ ଏଭଳି ଅଭାବନୀୟ ଘଟଣା ଘଟିଛି । ତେବେ ବର୍ତ୍ତମାନ ର ଏହା ହେଉଛି ଏକ ବଡ ଖବର ।

The post ଡ୍ରେନ କାନ୍ଥ ପଡି ଜଣେ ମୃତ , ୨ ଗୁରୁତର appeared first on ONA KHABAR.

ରେଭେନ୍ସା ଛାତ୍ରଙ୍କୁ ମାଡ ଘଟଣା: ବବି ଖାନ ଗିରଫ
କଟକ: ରେଭେନ୍ସାର ଛାତ୍ରଙ୍କୁ ମାଡ ମାରି ଲହୁ ଲୁହାଣ କରିଥିବା ଘଟଣା ରେ ଅଭିଯୋଗ ପରେ , ବବି ଖାନକୁ ପୋଲିସ ଗିରଫ କରିଛି । ସୂଚନା ମୁତାବକ , ଯୁକ୍ତ ୩ରେ ପଢୁଥିବା ଛାତ୍ର ଜଣଙ୍କୁ କୌଣସି କାରଣରୁ ବବି ଖାନ୍ ମାଡ ମାରି ଲହୁଲୁହାଣ କରିଥିଲା । ୪ ମାସ ତଳେ ବବି ଖାନ୍ ଏବିଭିପି କାର୍ଯ୍ୟକର୍ତ୍ତାଙ୍କୁ ମାଡ ମାରିବା ସହ ଫୋନରେ ଧମକ ଚମକ ଦେଇଥିବା ଘଟଣା ଚର୍ଚ୍ଚା ପାଲଟିଥିଲା । ପୂର୍ବରୁ ଅନେକ ମୋକଦ୍ଦମାରେ ବବିଙ୍କ ସମ୍ପୃକ୍ତି ରହିଥିବା ଜଣାପଡିଛି । କେବଳ ଏବିଭିପି ଛାତ୍ରନେତାଙ୍କୁ ମାଡ଼ ନୁହେଁ ୨୦୧୮ ମସିହାରେ ରେଭେନ୍ସା ସେକ୍ସ ସ୍କାଣ୍ଡାଲ ଘଟଣାରେ ମଧ୍ୟ ତାଙ୍କ ନାଁରେ ମାମଲା ରହିଛି । ଅନେକ କାଣ୍ଡରେ ସମ୍ପୃକ୍ତି ରହିଥିବା ବେଳେ ଏବେ ପୁଣି ରେଭେନ୍ସା ଛାତ୍ରଙ୍କୁ ମାଡ ମାରି ଲହୁଲୁହାଣ କରିଥିବା ବବି ଖାନ୍ କୁ ପୋଲିସ ଗିରଫ କରିଛି ।

The post ରେଭେନ୍ସା ଛାତ୍ରଙ୍କୁ ମାଡ ଘଟଣା: ବବି ଖାନ ଗିରଫ appeared first on ONA KHABAR.

ବିପୁଳ ପରିମାଣର ଦେଶୀ ମଦ ଜବତ: ୧ ଗିରଫ
ଆଠଗଡ଼: ନରସିଂହପୁର ଏବଂ କଟକ ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ଦେଶୀ ମଦ ଜବତ କରି ନଷ୍ଟ କରିଛି ପୋଲିସ । ୧୭୫୦ ଲିଟର ଚୋରା ଦେଶୀ ମଦ ଜବତ ସହ ୧୬୯୦୫ ଲିଟର ପୋଚ ନଷ୍ଟ ହୋଇଥିବା ବେଳେ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଜଣକ ହେଲେ ତିଗିରିଆ ଥାନା ପଣସପାଟଣା ଗାଁର ସଞ୍ଜୟ କୁମାର ସାହୁ । ସୂଚନା ମୁତାବକ , ତିଗିରିଆ ଥାନା ଭିରୁଡା ଓ ପଣସପାଟଣା ଗ୍ରାମରେ ବେଆଇନ ମଦ ଚୋରା ଚାଲାଣ ହେଉଥିଲା । ଏନେଇ ଅବକାରୀ ବିଭାଗ ଖବର ପାଇ ଚଢାଉ କରିଥିଲା। ଆଠଗଡ଼, ବାଙ୍କୀ , ନରସିଂହପୁର ଏବଂ କଟକ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ନିକଟରୁ ୫୬୦ ଲିଟର ଚୋରା ଦେଶୀ ମଦ ସହ ୩୪୩୦ ଲିଟର ପୋଚ ସହିତ ଏହି କାରବାରରେ ବ୍ୟବହୃତ ଏକ ସ୍କୁଟିକୁ ମଧ୍ୟ ଜବତ କରିଛି ଅବକାରୀ ବିଭାଗ। ଅବକାରୀ ବିଭାଗ ୫ ଗୋଟି ମାମଲା ରୁଜୁ କରଯାଇଥିବା ବେଳେ ଚଢ଼ାଉରେ ସାମିଲ ଅଛନ୍ତି ୧୦ରୁ ଅଧିକ ଅବକାରୀ ବିଭାଗର ଅଧିକାରୀ।

The post ବିପୁଳ ପରିମାଣର ଦେଶୀ ମଦ ଜବତ: ୧ ଗିରଫ appeared first on ONA KHABAR.

ମାଟି ତଳୁ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର
କଟକ: ମାଟି ତଳୁ ମୃତଦେହ ଉଦ୍ଧାର ହୋଇଥିବା ଘଟଣା ସାମ୍ନାକୁ ଆସିଛି । କଟକ ବାରଙ୍ଗ ଥାନା ରତାଗଡ଼ରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକ ଜଣକ ହେଉଛନ୍ତି ରଜନୀକାନ୍ତ ବେହେରା । ତାଙ୍କ ଘର ଅନ୍ଧାରୁଆ ପଥରଗାଡ଼ିଆରେ । ମୃତକ ଜଣକ ରତାଗଡ଼ରେ ନିଜ ସଡୁ ଘରେ ରହୁଥିଲେ । ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଥିବା ତାଙ୍କ ସଡୁ କହିଥିବା ବେଳେ , ହତ୍ୟା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକ । ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ , ସଡୁ ହତ୍ୟା କରିଛନ୍ତି ଏବଂ ଦୁର୍ଘଟଣା ର ରୂପ ଦେଉଛନ୍ତି । ତେବେ ସୂଚନା ମୁତାବକ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।

The post ମାଟି ତଳୁ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର appeared first on ONA KHABAR.

କିରୋସିନି ଢାଳି ଆତ୍ମହତ୍ୟା ଘଟଣା: ଛୁଆ ପରେ ମା ମୃତ
ଜଗତପୁର: କଟକ ଜିଲ୍ଲା ଜଗତପୁର ଅଞ୍ଚଳ ଅତୋଡ଼ା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶିଶୁ ଓ ମାଆ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ ଘଟଣା ରେ ଶିଶୁ କନ୍ୟା ପରେ ଡାକ୍ତରଖାନାରେ ମାଆର ବି ମୃତ୍ୟୁ ହୋଇଛି। କଟକ ବଡ଼ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମାଆର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ସୂଚନା ମୁତାବକ , ଗତକାଲି ରାତିରେ ପାରିବାରିକ ଅଶାନ୍ତି କାରଣରୁ ଛୁଆ ସହ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇଲା ମା। ଗୁରୁତର ଅବସ୍ଥାରେ ଅବସ୍ଥାରେ ମାଆ ଓ ୪ ମାସର ଶିଶୁ କନ୍ୟାକୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା। ଘଟଣାରେ ସୁଚିସ୍ମିତାଙ୍କ ସ୍ବାମୀଙ୍କୁ ଅଟକ ରଖି ତଦନ୍ତ କରୁଛି ଜଗତପୁର ପୋଲିସ।

The post କିରୋସିନି ଢାଳି ଆତ୍ମହତ୍ୟା ଘଟଣା: ଛୁଆ ପରେ ମା ମୃତ appeared first on ONA KHABAR.