ଭୁବନେଶ୍ୱର – ONA KHABAR

ସକାଳୁ ଉଠି ଫୋନ୍‌ ଚଳାଉଛନ୍ତି କି? ହୋଇପାରେ ଏହି ସବୁ ସମସ୍ୟା..
ଦିନ ସାରା ଫୋନର ଲାଗି ରହିବା କେବଳ ଏକ ଅଭ୍ୟାସ ନୁହେଁ, ବରଂ ଏହା ସୁସ୍ଥତା, ଉତ୍ପାଦ କ୍ଷମତା ଓ ନିଦ୍ରାକୁକ୍ଷତି ପହଞ୍ଚାଇଥାଏ ବୋଲି ଏମ୍ସର ନ୍ୟୁରୋଲୋଜିଷ୍ଟ ଡାକ୍ତର ପ୍ରିୟଙ୍କା ଶେରାୱତ୍ କହିଛନ୍ତି ।ଆଜିର ଅତ୍ୟାଧୁନିକ ଦୁନିଆରେ ଆମ ମଧ୍ୟରୁ ଅନେକ ଲୋକ ସକାଳୁ ଉଠିବା ମାତ୍ରେ ଫୋନ୍ ସ୍କ୍ରୋଲ୍ ଆରମ୍ଭକରି ରାତିରେ ଶୋଇବା ସହ ହିଁ ଶେଷ କରିଥାନ୍ତି । ଯଦିଓଏହି କ୍ଷତିକାରକ ଅଭ୍ୟାସ ମନୋରଞ୍ଜନ ଧର୍ମୀ ମନେ ହେଉଥାଏ, କିନ୍ତୁ ଚୁପ୍ଚାପ ଭାବେ ଏହା ବ୍ୟକ୍ତିଠାରେ ଉତ୍ପାଦନ କ୍ଷମତା, ମାନସିକ ସ୍ୱାସ୍ଥ୍ୟ ଓ ନିଦ୍ରାର ଚକ୍ରକୁ ନଷ୍ଟକରିଚାଲେ ।ଡାକ୍ତର ପ୍ରିୟଙ୍କା ତାଙ୍କ ଇନଷ୍ଟାରେ ଏହି ଅଭ୍ୟାସ ପଛରେ ଥିବା ବିଜ୍ଞାନକୁ ଦର୍ଶାଇବା ସହ ଏହି ଚକ୍ରକୁ ଭାଙ୍ଗିବାର ସରଳ ଉପାୟ ଜଣାଇଛନ୍ତି ।

ସକାଳର ସ୍କ୍ରିନ୍ ଚାଳନା ଦିନକୁ ପ୍ରଭାବିତ କରେ

ଯଦି ସକାଳେ ଉଠି ତୁରନ୍ତ ମୋବାଇଲ୍ ଦେଖିବା ଆରମ୍ଭ କରୁଥାନ୍ତି, ତେବେ ଅନେକ ଅନାବଶ୍ୟକ ଜିନିଷ ଗ୍ରହଣ କରୁଛନ୍ତି । ଫଳରେ ବ୍ୟକ୍ତି ତା’ ଜୀବନର ଦୈନନ୍ଦିନଯୋଜନା, ସାରାଦିନର କାର୍ଯ୍ୟ ଦକ୍ଷତା ଓ ଦୈନନ୍ଦିନଜୀବନର ଚକ୍ରକୁ ପ୍ରଭାବିତ କରିଥାନ୍ତି । ଫଳରେ ବ୍ୟକ୍ତିଦିନରେ କରିବାକୁ ଥିବା ବିଭିନ୍ନ କାମ ତାଲିକାକୁ ଗୁରୁତ୍ୱଦେଇପାରି ନଥାନ୍ତି ବୋଲି ଡାକ୍ତର ପ୍ରିୟଙ୍କା କହିଛନ୍ତି ।

କେମିତି ଭାଙ୍ଗିବେ ଏହି ଚକ୍ର

ଡାକ୍ତରଙ୍କ ଅନୁସାରେ,ଏହି ଅଭ୍ୟାସ ସମଗ୍ର ସୁସ୍ଥତାକୁ ପ୍ରଭାବିତ କରିଥାଏ। ଏହି ସମୟରେ ଚିନ୍ତା ବଢିବାସହ ମୁଣ୍ଡବିନ୍ଧା ମଧ୍ୟ ବଢିଥାଏ । ଡାକ୍ତରଙ୍କ ମତରେ ଏହି ଚକ୍ରକୁ ଭାଙ୍ଗିବା ପାଇଁ ଏକ ସଂରଚିତ ରୁଟିନ୍ ସୃଷ୍ଟି କରିବା ଦରକାର । ଏହି ରୁଟିନରେ ସକାଳ ସ୍କ୍ରିନ୍ ମୁକ୍ତ ହେବାଜରୁରି । ବରଂ ଦିନର ଆଲୋକ ସହ ଘରର ବିଭିନ୍ନ କୋଣ ଅନୁକୋଣକୁ ଦେଖିବା ଓ ପରିବାର ସହ ସମୟବିତାନ୍ତୁ । ପରିବାର ସଦସ୍ୟଙ୍କ ଗତିବିଧି ଲକ୍ଷ୍ୟ କରନ୍ତୁ ।ରାତିରେ ସ୍କ୍ରିନ୍ ଏକ୍ସପୋଜକୁ ସୀମିତ କରନ୍ତୁ। ବିଶେଷକରି ଶୋଇବା ପୂର୍ବରୁ ସ୍କ୍ରିନ୍ଠାରୁ ଦୂରେଇ ରହିବା ଦ୍ୱାରା ନିଦ୍ରାରଗୁଣବତ୍ତା ବଢିବା ଓ ଚାପ ହ୍ରାସ କରିପାରିବେ ।

The post ସକାଳୁ ଉଠି ଫୋନ୍‌ ଚଳାଉଛନ୍ତି କି? ହୋଇପାରେ ଏହି ସବୁ ସମସ୍ୟା.. appeared first on ONA KHABAR.

କ୍ରିକେଟ୍ ଖେଳକୁ ନେଇ ଲକ୍ଷ୍ମୀସାଗରରେ ରାସ୍ତାରୋକ
ଭୁବନେଶ୍ୱର: ରାଜନୀତିର ସ୍ତର କେତେ ତଳକୁ ଖସୁଛି । ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଉଥିବା ରାଜନେତାମାନେ ଏବେ ନିମ୍ନସ୍ତରର ରାଜନୀତିକୁ ଓହ୍ଲାଇ ଆସୁଛନ୍ତି । ଯାହା ଦେଖିବାକୁ ମିଳିଛି ଖୋଦ ରାଜଧାନୀର ଲକ୍ଷ୍ମୀସାଗର ଛକରେ । ଏଠାରେ ୧ ଘଣ୍ଟାରୁ ଅଧିକ ସମୟ ଧରି ଟ୍ରାଫିକ ଜାମ ରହିଛି । କାରଣ ହେଉଛି ଏକ କ୍ରିକେଟ ମ୍ୟାଚରେ ଅତିଥି ଚୟନକୁ ନେଇ । ଏନେଇ ରାଜନୀତି ଏତେ ଜୋର ଧରିଥିଲା କି ଲୋକମାନେ ଲକ୍ଷ୍ମୀସାଗରର ଛକରେ ଧାରଣା ଦେଇଥିଲେ । ଫଳରେ କଳ୍ପନା ପଟୁ ଆସୁଥିବା ଗାଡି ଓ କଳ୍ପନା ପଟେ ଯାଉଥିବା ସମସ୍ତ ଗାଡି ମୋଟର ଫସି ରହିଛି ।

The post କ୍ରିକେଟ୍ ଖେଳକୁ ନେଇ ଲକ୍ଷ୍ମୀସାଗରରେ ରାସ୍ତାରୋକ appeared first on ONA KHABAR.

ରାଜଧାନୀରେ ଭଣ୍ଡ ବାବାଙ୍କ କାର୍ନାମା
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଭଣ୍ଡ ବାବାଙ୍କ କାର୍ନାମା ଘଟଣା ଖବର ସାମ୍ନାକୁ ଆସିଛି । ସୂଚନା ମୁତାବକ, ଭୁବନେଶ୍ୱର ମୈତ୍ରୀ ବିହାର ଅଞ୍ଚଳରେ ସନ୍ଦେହ ଜନକ ଅବସ୍ଥାରେ କିଛି ବାବା ମାନେ ବୁଲି ଭକ୍ଷା ବୃତ୍ତି କରୁଥିବା ବେଳେ ଆଜି ମାଡ଼ି ବସିଛନ୍ତି ସାଧାରଣ ଲୋକେ । କିଛି ଲୋକଙ୍କୁ ଅଧିକ ଟଙ୍କା ଦେବା ପାଇଁ ବାଧ୍ୟ କରୁଥିବା ନେଇ ମୈତ୍ରୀ ବିହାର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଘଟଣା ସ୍ଥଳରେ ପହଞ୍ଚି ୪ ଜଣ ବାବାଙ୍କୁ ଥାନାକୁ ଉଠାଇ ଆଣିଛି ମୈତ୍ରୀ ବିହାର ଥାନା ପୋଲିସ । ତେବେ ପ୍ରାରମ୍ଭିକ ତଦନ୍ତରୁ ଏମାନେ ରାଜସ୍ଥାନରୁ ଆସିଥିବା ଜଣାପଡ଼ିଥିବା ବେଳେ ଏମାନଙ୍କ କ୍ରିମିନାଲ ବ୍ୟାକ୍ ଗ୍ରାଉଣ୍ଡ ଚେକ୍ କରୁଛି ପୋଲିସ ।

The post ରାଜଧାନୀରେ ଭଣ୍ଡ ବାବାଙ୍କ କାର୍ନାମା appeared first on ONA KHABAR.

ଜିରୋ ନାଇଟ: ସିସିଟିଭି ରଖିବ ନଜର: ଦେବଦତ୍ତ ସିଂ
ଭୁବନେଶ୍ୱର: ଜିରୋ ନାଇଟ ସେଲିବ୍ରେସନ ପାଇଁ କମିଶନରେଟ୍ ପୋଲିସର ଜିରୋ ଟଲେରାନ୍ସ ନୀତି । ମଦୁଆ ଓ ରୋଡ୍ ରୋମିଓଙ୍କ ଉପରେ କଡ଼ା ନଜର ରଖିବ ପୋଲିସ। ସାଧାରଣ ଲୋକଙ୍କୁ ଯେପରି ସମସ୍ୟା ନହେବ, ସେଥିପ୍ରତି ଟିକନିକ ନଜର ରଖିବ ପୋଲିସ । ଲୋକଙ୍କୁ କୌଣସୁ ଅସୁବିଧା ହୁଏ, ବନ୍ଧା ହେବେ ଉତ୍ପାତତ୍କାରୀ । ଜିରୋ ନାଇଟରେ ସେଲିବ୍ରେସନ ପାଇଁ କମିଶନରେଟ ପୋଲିସର ଅନୁମତି ନେବାକୁ ପଡ଼ିବ । ସାରା ସହାରକୁ ଜଗିବ ସିସିଟିଭି । ସବୁ ଥାନାଗୁଡ଼ିକ ଆଇଆଇସିଙ୍କୁ କମିସନରଙ୍କର କଡା ନିର୍ଦ୍ଦେଶ ଦେଇଛନ୍ତି । ଜିରୋ ନାଇଟ ସେଲିବ୍ରେସନ ପାଇଁ କଟକ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ସହ ବ୍ୟାପକ ଫୋର୍ସ ମୁତ୍ୟୟନ କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ  ।

The post ଜିରୋ ନାଇଟ: ସିସିଟିଭି ରଖିବ ନଜର: ଦେବଦତ୍ତ ସିଂ appeared first on ONA KHABAR.

ଚର୍ଚ୍ଚ ଯାଇ ବଡ଼ଦିନ ପାଳିଲେ ନବୀନ
ଭୁବନେଶ୍ୱର: ପବିତ୍ର ଖ୍ରୀଷ୍ଟମାସ ଅବସରରେ ଖ୍ରୀଷ୍ଟିଆନ ଭାଇଭଉଣୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ବର ସତ୍ୟନଗରସ୍ଥିତ ଚର୍ଚ୍ଚରେ ପହଞ୍ଚି ସେଠାରେ କେକ୍ କାଟିଥିଲେ ନବୀନ। ଏହା ସହ ସେଠାରେ ଥିବା ଖ୍ରୀଷ୍ଟିଆନ ଭାଇଭଉଣୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ନବୀନ ପଟ୍ଟନାୟକ। ନବୀନଙ୍କୁ ପାଖରେ ପାଇ ସେଠାରେ ଖୁସିର ବାତାବରଣ ସୃଷ୍ଟି ହେବା ସହ ଭାବବିହ୍ୱଳ ହୋଇଥିଲେ ଲୋକେ । ଚର୍ଚ୍ଚର ବିକାଶ ପାଇଁ ପୂର୍ବତନ ସରକାର ଅନୁଦାନ ଦେଇଥିବାରୁ ନବୀନଙ୍କୁ ଧନ୍ୟବାଦ ଜଣାଇଥିଲେ ଶ୍ରଦ୍ଧାଳୁ।

The post ଚର୍ଚ୍ଚ ଯାଇ ବଡ଼ଦିନ ପାଳିଲେ ନବୀନ appeared first on ONA KHABAR.

ଲାଇଟ ଆଣ୍ଡ ସାଉଣ୍ଡର ନୂଆବର୍ଷରେ ମଜା ନେବେ ପର୍ଯ୍ୟଟକ
ଭୁବନେଶ୍ୱର: ଏବେ ବିନ୍ଦୁ ସାଗରରେ ଅଧାଅଧି କାର୍ଯ୍ୟକ୍ଷମ ଥିବା ଲାଇଟ ଆଣ୍ଡ ସାଉଣ୍ଡ ସୋକୁ ଅଳ୍ପ ଦିନ ମଧ୍ୟରେ ପୁର୍ଣ୍ଣ କାର୍ଯ୍ୟକ୍ଷମ କରାଯିବ । ପାଖାପାଖି ଇଂରାଜୀ ନୂଆ ବର୍ଷ ଠାରୁ ପର୍ଯ୍ୟଟକ ମାନେ ଏହାର ମଜା ନେଇ ପାରିବେ ବୋଲି ସ୍ଥାନୀୟ କର୍ପୋରେଟର ଶିବ ପ୍ରସାଦ ବେହେରା କହିଛନ୍ତି । ଏହା ସହିତ ବିନ୍ଦୁ ସାଗରରୁ ଦଳ ସଫେଇ କାର୍ଯ୍ୟ ମଧ୍ୟ କରାଯିବ । ଆବଶ୍ୟକ ସ୍ଥାନ ଗୁଡିକରେ ଅତିରକ୍ତ ଆଲୋକୀକରଣ କରାଯିବ । ଯାହା ପ୍ରବାସୀ ଭାରତୀୟଙ୍କୁ ବିଶେଷ ଆକର୍ଷଣ କରିବ । ଏହି ପରିପ୍ରେକ୍ଷିରେ ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ରାଜାରାଣୀ ମନ୍ଦିର, କେଦାରଗୌରୀ, ଅନନ୍ତ ବାସୁଦେବ, କପିଳେଶ୍ୱର ଆଦି ତୀର୍ଥ ସ୍ଥଳୀ ସବୁକୁ ପ୍ରବାସୀ ଭାରତୀୟଙ୍କ ଉପସ୍ଥିତି କାମନା କରିଛନ୍ତି ସମ୍ପୃକ୍ତ ମନ୍ଦିର ସେବାୟତ ମାନେ । ସୂଚନାଯୋଗ୍ୟ ଯେ, ଆସନ୍ତା ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଭାରତ ସରକାରଙ୍କ ବୈଦେଶିକ ବିଭାଗ ଆନୁକୂଲ୍ୟରେ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହେବ । ଏହି ଅବସରରେ ସମଗ୍ର ରାଜଧାନୀର ସୌନ୍ଦର୍ଯ୍ୟକରଣ,ରାସ୍ତାଘାଟ ଓ ପର୍ଯ୍ୟଟନସ୍ଥଳୀ ପରିସ୍କାର ପରିଛର୍ନ ଓ ଆଲୋକୀ କରଣ ଆଦି କାର୍ଯ୍ୟ କରାଯାଉଛି ।

The post ଲାଇଟ ଆଣ୍ଡ ସାଉଣ୍ଡର ନୂଆବର୍ଷରେ ମଜା ନେବେ ପର୍ଯ୍ୟଟକ appeared first on ONA KHABAR.

ବର୍ଷାରେ ଭିଜୁଛି ବଡ଼ଦିନ
ଭୁବନେଶ୍ୱର: ବର୍ଷାରେ ଭିଜୁଛି ବଡ଼ଦିନ । ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରରେ ସ୍ୱଳ୍ପ ଧରଣର ବର୍ଷା ହେଉଛି । ଗତକାଲି ସକାଳ ସାଢ଼େ ୮ଟାରୁ ସନ୍ଧ୍ୟା ସାଢ଼େ ୫ଟା ଭିତରେ କଟକରେ ୧୧.୪ ମିମି ବର୍ଷା ହୋଇଛି । ଦାରିଙ୍ଗିବାଡ଼ିରେ ୭ମିମି, କୋରାପୁଟରେ ୪.୨, ଅନୁଗୁଳରେ ୩, ପାରଳାଖେମୁଣ୍ଡିରେ ୨.୪, ଢେଙ୍କାନାଳରେ ୧.୨ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ଭୁବନେଶ୍ୱର, ସମ୍ବଲପୁର ଓ ରାୟଗଡ଼ାରେ ବି ଝିପିଝିପି ବର୍ଷା ହେଉଛି । ତେବେ ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ କୋହଲା ପାଗ ରହିଛି । ଶୁକ୍ରବାର ଯାଏ ରାଜ୍ୟର ସବୁ ଅଞ୍ଚଳର ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ । ଶୁକ୍ରବାରଠାରୁ ପାରଦ ୨ରୁ ୩ ଡିଗ୍ରୀ ଖସିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । କୋରାପୁଟର ରାତି ତାପମାତ୍ରା ସବୁଠୁ କମ୍‌ ୧୨ ଡିଗ୍ରୀ ରେକର୍ଡ ହୋଇଛି । ଫୁଲବାଣୀରେ ୧୩, ରାଉରକେଲାରେ ୧୩.୧, ଝାରସୁଗୁଡ଼ାରେ ୧୩.୬, ନବରଙ୍ଗପୁର ଓ ସୁନ୍ଦରଗଡ଼ରେ ୧୪ରେ ଏବଂ ଖୋର୍ଦ୍ଧାରେ ୧୪.୫ ଡିଗ୍ରୀ ରେକର୍ଡ ହୋଇଛି ।

The post ବର୍ଷାରେ ଭିଜୁଛି ବଡ଼ଦିନ appeared first on ONA KHABAR.

ରାଜଧାନୀରେ ଯୁବତୀଙ୍କୁ ଅପହରଣ
ଭୁବନେଶ୍ୱର: ଭୁବନେଶ୍ବର ମୈତ୍ରୀ ବିହାର ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥାନାରେ ପହଞ୍ଚିଲେ ପ୍ରେମିକ । ଥାନାରେ ଅଭିଯୋଗ କରିଛନ୍ତି, ତାଙ୍କ ପ୍ରେମିକାଙ୍କୁ ଅପହରଣ କରାଯାଇଛି । ପୋଲିସ ଆଗରେ ପୂରା କାହାଣୀ କହିଛନ୍ତି ପ୍ରେମିକ ଜଣଙ୍କ । ମୈତ୍ରୀବିହାର ରାସ୍ତାରେ ଦୁଇ ଜଣ କଥା ହେଉଥିବା ବେଳେ ୪ ଜଣ ଦୁର୍ବୃତ୍ତ କାରରେ ଆସିଥିଲେ । ତାଙ୍କୁ ମାଡ଼ ମାରି ଥିବା ବେଳେ , ପରେ ପ୍ରେମିକାକୁ କାରରେ ବସାଇ ନେଇଯାଇଥଲେ। ପ୍ରେମିକଙ୍କ ଅଭିଯୋଗ ପରେ ମୈତ୍ରୀ ବିହାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

The post ରାଜଧାନୀରେ ଯୁବତୀଙ୍କୁ ଅପହରଣ appeared first on ONA KHABAR.

ବର୍ଷା ପରେ କମିଲେ ମଶା
ଭୁବନେଶ୍ୱର: ଲଗାଣା ବର୍ଷା ଓ ତାପମାତ୍ରା ହ୍ରାସ ଯୋଗୁଁ ରାଜଧାନୀରେ ମଶାର ହାର କମିଛି । ଫଳରେ ରାଜଧାନୀବାସୀ ସାମାନ୍ୟ ଆଶ୍ୱସ୍ତି ଅନୁଭବ କରିଛନ୍ତି । ଲଘୁଚାପ ପ୍ରଭାବରେ ଦୁଇଦିନ ଧରି ଲଗାତାର ବର୍ଷା ହୋଇଥିଲା । ଫଳରେ ତାପମାତ୍ରା ସ୍ୱାଭାବିକ ଠାରୁ ପ୍ରାୟ ୮ ଡିଗ୍ରୀ କମି ଯାଇଥିଲା । ବିଶେଷଜ୍ଞଙ୍କ କହିବା ଅନୁୟାଯୀ , ଥଣ୍ଡା ବଢ଼ିବାରୁ ମଶାଙ୍କ ସଂଖ୍ୟା କମ୍‌ ରହେ । ଶୀତ ଜାରି ରହିଲେ, ମଶାଙ୍କ ସଂଖ୍ୟା ଆହୁରି କମିବ । ଗତ ମାସେ ହେବ ଭୁବନେଶ୍ୱରରେ ମଶାଙ୍କ ସାନ୍ଦ୍ରାତା ବଢ଼ିଥିଲା । ସାନ୍ଦ୍ରତା ପାଖାପାଖି ୮୦ ଛୁଇଁଥିଲା । ସହରବାସୀ ଅସ୍ତବ୍ୟସ୍ଥ ହୋଇ ପଡ଼ିଥିଲେ । ଏବେ କିନ୍ତୁ ମଶାର ସାନ୍ଦ୍ରତା କମିବା ଫଳରେ ବିଏମ୍‌ସି ସାମାନ୍ୟ ଆଶ୍ୱସ୍ତି ଅନୁଭବ କରିଛି ।

The post ବର୍ଷା ପରେ କମିଲେ ମଶା appeared first on ONA KHABAR.

ଶାହାଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସର ପଦଯାତ୍ରା
ଭୁବନେଶ୍ୱର: ଆମ୍ବେଦକରଙ୍କୁ ନେଇ ଶାହାଙ୍କ ମନ୍ତବ୍ୟ ପ୍ରସଙ୍ଗ । ଶାହାଙ୍କ ମନ୍ତବ୍ୟକୁ ନେଇ ଯୁବ କଂଗ୍ରେସର ବିରୋଧ । ଶାହାଙ୍କ ମନ୍ତବ୍ୟକୁ ନେଇ ରାଜଧାନୀରେ ବିକ୍ଷୋଭ ପଦର୍ଶନ କଲା କଂଗ୍ରେସ । ତେବେ ଯୁବ କଂଗ୍ରେସ ବିକ୍ଷୋଭ ପଦର୍ଶନ କରି ଦେଶ ବାସୀ ଆଗରେ ଶାହାଙ୍କୁ କ୍ଷମା ମାଗିବାକୁ କହିଛନ୍ତି । ଏପଟେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ମନ୍ତବ୍ୟ କୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଥିବା ବେଳେ ରାଜନୀତି ଖୁବ ଜୋର ଧରିଛି ।

The post ଶାହାଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସର ପଦଯାତ୍ରା appeared first on ONA KHABAR.