ଭଦ୍ରକ – ONA KHABAR

ବୟନ ପାର୍କ ପାଇଁ ୪୩୮୨ କୋଟି
ଭଦ୍ରକ: ଭଦ୍ରକରେ ବୟନ ପାର୍କ ପାଇଁ ୪୩୮୨ କୋଟି ଟଙ୍କା ମଞ୍ଜୁର । ଅର୍ଥ ମଞ୍ଜୁର ନେଇ ଏକ୍ସରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଇଓସିଏଲ ଅର୍ଥ ମଞ୍ଜୁର କରିଥିବା ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ ।ଏମସିପିଆଇ ସହଯୋଗ ରେ ଭଦ୍ରକ ରେ ହେବ ବୟନ ପାର୍କ ।

The post ବୟନ ପାର୍କ ପାଇଁ ୪୩୮୨ କୋଟି appeared first on ONA KHABAR.

ଚାନ୍ଦା ପାଇଁ ଟ୍ରକ ଡ୍ରାଇଭରଙ୍କୁ ମାଡ
ଭଦ୍ରକ: ଚାନ୍ଦ ପାଇଁ ଟ୍ରକ ଡ୍ରାଇଭରଙ୍କୁ ନିସ୍ତୁକ ମାଡ ମାରିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମଧ୍ୟ କରିପାରିଲାନି ନିୟନ୍ତ୍ରଣ । ଭଦ୍ରକ ଜିଲ୍ଲା ଟାଉନ୍‌ ଥାନା ନୂଆ ବସ୍‌ ଷ୍ଟାଣ୍ଡ ନିକଟରେ କିଛି ଅସାମାଜିକ ଯୁବକଙ୍କ ଏପରି ଉତ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଏକ ଅଣ୍ଡା ବୋଝେଇ ଟ୍ରକ ଆସି ଭଦ୍ରକ ନୂଆ ବସ୍‌ଷ୍ଟାଣ୍ଡ ନିକଟରେ ଅନ୍‌ଲୋଡ ପାଇଁ ରଖିଥିଲେ । ହଠାତ୍‌ ଏହି ସମୟରେ କେତେକ ନିଶାସକ୍ତ ଯୁବକ ଆସି ଡ୍ରାଇଭରଙ୍କୁ ଟଙ୍କା ମାଗିଥିଲେ । ହେଲେ ଡ୍ରାଇଭର ଜଣଙ୍କ ଟଙ୍କା ଦେବାକୁ ମନା କରିଦେଇଥିଲେ । ଶେଷରେ ଯୁବକମାନେ ତାଙ୍କୁ ମାଡ ମାରିଥିଲେ । ଆଉ ଡ୍ରାଇଭର ଜଣଙ୍କ ନିରୁପାୟ ହୋଇ ଟ୍ରାନ୍ସପୋର୍ଟ ମାଲିକ ଫୋନ୍‌ କରିଥିଲେ । ଦୁଇ ସହଯୋଗଙ୍କ ସହ ଆସିବାରୁ ଯୁବକଙ୍କ ସହ ଯୁକ୍ତିତର୍କ କରିଥିଲେ । ଏଥିରେ ତିନି ଜଣ ତିନି ଜଣ ନିଶାସକ୍ତ ଯୁବକ ରାଗି ଯାଇ ଛୁରୀ, ଭୁଜାଲିରେ ଆକ୍ରମଣ କରିଥିଲେ । ଯେଉଁଥିରେ ଟ୍ରାନ୍ସପୋର୍ଟ ମାଲିକ, ଅଣ୍ଡା ବେପାରୀ ଏବଂ ଅଟୋ ମାଲିକ ଗୁରୁତର ହୋଇଥିଲେ ।

The post ଚାନ୍ଦା ପାଇଁ ଟ୍ରକ ଡ୍ରାଇଭରଙ୍କୁ ମାଡ appeared first on ONA KHABAR.

ଭଦ୍ରକରେ ଶିଶୁ ମହୋତ୍ସବ ‘ମହକ୍‌-୨୦୨୪’ ଉଦ୍‌ଘାଟିତ୍
ଭଦ୍ରକ: ଭଦ୍ରକ ଜିଲ୍ଲା ସହିଦ ସ୍ମୃତି ଭବନ ଠାରେ ଶିଶୁ ମହୋତ୍ସବ ମହକ ଉଦଘାଟିତ୍ ହୋଇଛି । ଅଲ୍ ଓଡ଼ିଶା ଘରୋଇ ବିଦ୍ୟାଳୟ ମହାସଂଘ ଭଦ୍ରକ ପକ୍ଷରୁ ଶିଶୁ ମହୋତ୍ସବ ମହକ-୨୦୨୪ ଆରମ୍ଭ ହୋଇଛି । ଲାୟନ୍ସ କ୍ଲବର ସହଭାଗିତାରେ ଦୁଇଦିନ ଧରି ଏହି ଶିଶୁ ମହୋତ୍ସବ ଅନୁଷ୍ଠିତ ହେବ । ଜିଲ୍ଲାରେ ଥିବା ଘରୋଇ ବିଦ୍ୟାଳୟ ମହାସଂଘର ସଭାପତି ଅଶୋକ କୁମାର ମହାନ୍ତି ଉତ୍ସବକୁ ଉଦ୍‌ଘାଟନ କରିଛନ୍ତି । ସରକାରୀ ବିଦ୍ୟାଳୟରେ ଯେପରି ପିଲାଙ୍କ ପାଇଁ ସୁରଭି କାର୍ଯ୍ୟକ୍ରମ କରାଯାଉଛି, ବେସରକରୀ ବିଦ୍ୟାଳୟରେ ଏସବୁ କାର୍ଯ୍ୟକ୍ରମ ହେଉ ନ ଥିଲା । ଫଳରେ ପିଲାଙ୍କ ପ୍ରତିଭା ସାମ୍ନାକୁ ଆସିପାରୁ ନ ଥିଲା । ତେଣୁ ବେସରକାରୀ ବିଦ୍ୟାଳୟର ପିଲାଙ୍କୁ ନେଇ ଏହି କାର୍ଯ୍ୟକ୍ରମ କରି ପିଲାଙ୍କ ପ୍ରତିଭାକୁ ସାମ୍ନାକୁ ଆଣିବାର ଏହା ଏକ ପ୍ରୟାସ ବୋଲି ଆୟୋଜକ କହିଛନ୍ତି । ଦୁଇଦିନ ଧରି ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ୪୨ଟି ବିଦ୍ୟାଳୟର ୪୨୨ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ତେବେ ସେମାନଙ୍କ ମଧ୍ୟରେ, ଚିତ୍ରାଙ୍କନ, ବକ୍ତୃତା, ପ୍ରବନ୍ଧ, ଗଳ୍ପ, ରାଇମ୍ସ, ଅକ୍ଷର, ନୃତ୍ୟ, ସଙ୍ଗୀତ ଭଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶେଷରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ସମସ୍ତ ବିଦ୍ୟାଳୟରେ ସମ୍ପାଦକ, ସମ୍ପାଦିକାଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ସହଯୋଗ କରିଥିଲେ ।

The post ଭଦ୍ରକରେ ଶିଶୁ ମହୋତ୍ସବ ‘ମହକ୍‌-୨୦୨୪’ ଉଦ୍‌ଘାଟିତ୍ appeared first on ONA KHABAR.

ଶିକ୍ଷକଙ୍କ ବଦଳି ପାଇଁ ଦାବି
ଭଦ୍ରକ: ଶିକ୍ଷକଙ୍କ ଦୁର୍ବ୍ୟବହାର ପାଇଁ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ବିଦ୍ୟାଳୟ ଗେଟ୍‌ରେ ତାଲା ପକାଇ ଧାରଣା ଦେଇଛନ୍ତି । ଭଦ୍ରକ ଜିଲ୍ଲା ଜଗଦଲପୁର ୟୁଜିଏମ୍ଇ ସ୍କୁଲର ଶିକ୍ଷକଙ୍କ ବଦଳି ଦାବିରେ ତାଲା ପଡିଛି। ଶିକ୍ଷକ ଜଣକ ସ୍କୁଲ କମିଟି ସଦସ୍ୟଙ୍କୁ ମଧ୍ୟ ଦୁର୍ବ୍ୟବହାର ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଗାଁର ଅଭିମନ୍ୟୁ ବେହେରା ବିନା ପାରିଶ୍ରମିକରେ ସ୍କୁଲରେ ଶିକ୍ଷାଦାନ ପାଇଁ କମିଟି ଉପସ୍ଥିତିରେ ସ୍ଥିର ହୋଇଥିଲା । କିନ୍ତୁ ଶିକ୍ଷକ ଜଣକ ବାରମ୍ବାର ଅଭିମନ୍ୟୁଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ସଂପୃକ୍ତ ଶିକ୍ଷକଙ୍କ ବଦଳି ଦାବି ହୋଇଛି।

The post ଶିକ୍ଷକଙ୍କ ବଦଳି ପାଇଁ ଦାବି appeared first on ONA KHABAR.

କାରରେ ଚାଲିଥିଲା ଗୋରୁ ଚାଲାଣ: ୨ ଗିରଫ
ଭଦ୍ରକ: କାର୍‌ରେ ଗୋରୁ ଚାଲିଥିଲା ଗୋରୁ ଚାଲାଣ । ଦୁଇ ଜଣଙ୍କୁ ଗିରଫ କରି ଜେରା କରୁଛି ପୋଲିସ । ସୂଚନା ମୁତାବକ , ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧିନ କାଉପୁର ଅଞ୍ଚଳରୁ ଚୋରାରେ ଗୋରୁ ଚାଲାଣ ହେଉଥିଲା । ଏ ସଂପର୍କରେ ଖବର ପାଇଥିଲା ପୋଲିସ । ଭଦ୍ରକ ସହରାଞ୍ଚଳ ଥାନା ଅଧିକାରୀ ଏକ ଟିମ୍‌ ନେଇ ଅଧାରାସ୍ତାରେ ଜଗିରହିଥିଲେ । ଏହି ସମୟରେ ଆସୁଥିବା ଏକ କାର୍‌କୁ ଅଟକାଇଥିଲେ । ପରେ ଯାଞ୍ଚ ସମୟରେ କାର୍‌ରୁ ୯ଟି ଗୋରୁ ଥିବା ଜଣାପଡିଥିଲା ।ଏହିସହିତ ଏହି ଚୋରା କାରବାରରେ ସାମିଲ ଥିବା ଦୁଇ ଜଣଙ୍କୁ ଗିରଫ ମଧ୍ୟ କରିଛି । ସେମାନଙ୍କୁ ଅଟକ ରଖି ଜେରା କରୁଛି ପୋଲିସ । ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ତଦନ୍ତ ଜାରି ରଖିଛି ପୋଲିସ ।

The post କାରରେ ଚାଲିଥିଲା ଗୋରୁ ଚାଲାଣ: ୨ ଗିରଫ appeared first on ONA KHABAR.

ଭଦ୍ରକରେ ବାଣିଜ୍ୟ ମେଳା ପାଇଁ ସାମ୍ବାଦିକ ସମ୍ମିଳନୀ
ଭଦ୍ରକ: ଆସନ୍ତା ୬ରୁ ଭଦ୍ରକ ବାଣିଜ୍ୟ ମେଳା ଅନୁଷ୍ଠିତ ହେବା । ୧୦ ଦିନ ଧରି ଆୟୋଜିତ ହେବ ଭଦ୍ରକ ବାଣିଜ୍ୟ ମେଳା । ଦେଶର ସମସ୍ତ ରାଜ୍ୟରୁ ଆସିବେ ବ୍ୟବସାୟୀ, ଏମ୍‌ଏସ୍‌ଏମ୍‌ଇ ସହ ଫୁଡ୍ କୋର୍ଟ ଓ ଅଟୋ ଏକ୍ସପୋ ମଧ୍ୟ ଆୟୋଜିତ ହେବ । ଏହି ଭଦ୍ରକ ବାଣିଜ୍ୟ ମେଳା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି । ବାଣିଜ୍ୟ ମେଳାର ଆବାହକ ମନୋଜ ରାୟ, କଟକ ବୈଶାଖୀ ମେଳାର ଅଧ୍ୟକ୍ଷ ପ୍ରମୁଖ ସାମିଲ ଥିଲେ । ଭଦ୍ରକ ବାଣିଜ୍ୟ ମେଳା ଡିସେମ୍ବର ୬ରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଭଦ୍ରକ କଲେଜ ପଡ଼ିଆ ଠାରେ ଚାଲିବ । ଚଳିତ ବର୍ଷ ବାଣିଜ୍ୟ ମେଳାରେ ୧୮୭ଟି ଷ୍ଟଲ ଖୋଲିବ । ଚଳିତ ବର୍ଷ ଦେଶର ବିଭିନ୍ନ ରାଜ୍ୟ ଯଥା ଦିଲ୍ଲୀ, ଉତ୍ତର ପ୍ରଦେଶ, ହରିୟାଣା, ରାଜସ୍ଥାନ, ବିହାର, ପଶ୍ଚିମବଙ୍ଗ, ମଣିପୁର, ଆସାମ, ଜାମ୍ମୁ କାଶ୍ମୀର ଆଦି ରାଜ୍ୟରୁ ବ୍ୟବସାୟୀ ମାନେ ସେମାନଙ୍କ ରାଜ୍ୟର କାରିଗର ମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ହସ୍ତଶିଳ୍ପ ଓ ହସ୍ତତନ୍ତ୍ର ସାମଗ୍ରୀ ଏଠାରେ ପ୍ରଦର୍ଶନ ଓ ବିକ୍ରୟ କରିବେ । ତାହା ସହିତ ଓଡିଶାରୁ ବିଭିନ୍ନ ଜିଲ୍ଲାରୁ ମଧ୍ୟ ଏସଏଚଜି ଓ ବ୍ୟବସାୟୀ ଅଂଶଗ୍ରହଣ କରୁଛନ୍ତି । ଭଦ୍ରକ ବାଣିଜ୍ୟ ମେଳା ପରିସରରେ ଏକ ଅଟୋ ଏକ୍ସପୋର ମଧ୍ୟ ଆୟୋଜନ କରାଯାଇଛି । ଏଥରେ ବିଭିନ୍ନ ଯାନବାହାନ ନିର୍ମାତା ସେମାନଙ୍କ ଗାଡି ଗୁଡିକ ପ୍ରଦର୍ଶିତ କରିବେ ।

The post ଭଦ୍ରକରେ ବାଣିଜ୍ୟ ମେଳା ପାଇଁ ସାମ୍ବାଦିକ ସମ୍ମିଳନୀ appeared first on ONA KHABAR.

ଜଳିଗଲା ବ୍ୟାଟେରୀ ସ୍କୁଟି: ଶିକ୍ଷକ ଆହତ
ଭଦ୍ରକ: ଜଳିଗଲା ବ୍ୟାଟେରୀ ସ୍କୁଟି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ସୋହଡ଼ା ଗାଁରେ। ଶିକ୍ଷକ ପରେଶ ସାହୁ ନିଜ ସ୍କୁଟି ଯୋଗେ ପଧାନୀ ପଞ୍ଚାୟତ କଇଥଡିହ ପ୍ରାଥମିକ ବିଦ୍ୟାଳୟକୁ ଆସିଥିଲେ । ସ୍କୁଲ ଛୁଟି ସମୟ ହେବାରୁ ଶିକ୍ଷକ ଘରକୁ ଫେରିବା ପାଇଁ ବାହାରିଥିଲେ । ସ୍କୁଲ ପରିସରରେ ରଖିଥିବା ସ୍କୁଟିକୁ ଷ୍ଟାର୍ଟ କରିଥିଲେ, ହେଲେ ହଠାତ୍‌ ଗାଡିର ବ୍ୟାଟେରୀ ଫାଟି ଯାଇଥିଲା । ଯାହାଫଳରେ ନିଆଁ ଛିଟ୍‌କି ଶିକ୍ଷକଙ୍କ ଦେହରେ ପଡିଥିଲା। ପରେ ସ୍ଥାନୀୟ ଲୋକ ଶିକ୍ଷକଙ୍କୁ ଉଦ୍ଧାର କରି ସ୍ଥାନୀୟରେ ଭର୍ତ୍ତି କରିଛନ୍ତି । ହେଲେ ସେତେବେଳକୁ ଶିକ୍ଷକଙ୍କ ଦେହ ଓ ମୁହଁର କିଛି ଅଂଶ ପୋଡିଯାଇଥିଲା । ସେପଟେ ସ୍କୁଲ ପରିସରରେ ନିଆଁ ଲାଗିଥିବା ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ପିଲାଙ୍କୁ ସ୍ଥାନୀୟଲୋକେ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଥିଲା ।

The post ଜଳିଗଲା ବ୍ୟାଟେରୀ ସ୍କୁଟି: ଶିକ୍ଷକ ଆହତ appeared first on ONA KHABAR.

ହତ୍ୟା ସନ୍ଦେହରେ ଉଠୁନି ଶବ
ଭଦ୍ରକ: ନିଖୋଜ ନାବାଳିକାଙ୍କୁ ମୃତ୍ୟୁକୁ ନେଇ ଉତ୍ତେଜନା । ହତ୍ୟା ସନ୍ଦେହ ନେଇ ଉଠୁନି ମୃତଦେହ । ସେମିତି ପଡ଼ିରହିଛି ଶବ । ଏମିତି ଘଟଣା ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ସୋରିଷଡିହ ଗାଁ ରେ । ୧୬ ଘଣ୍ଟା ହେଲା ପୁଅ ଘର ଆଗରେ ପଡ଼ିରହିଛି ମୃତ ଦେହ । ମୃତ ଅଭିଯୋଗ ଆଣି ମୃତ ଦେହକୁ ନେଉନାହାନ୍ତି ଝିଅ ଘର ଲୋକ । ସୂଚନା ଅନୁଯାଇ ଗତ ୮ ମାସ ତଳେ ନାବାଳିକା ଝିଅ ନିଖୋଜ ନେଇ ଅଭିଯୋଗ କରିଥିଲେ ମୃତ ଝିଅ ର ପରିବାର ଲୋକ । କାଲି ହଠାତ ଝିଅର ମୃତ୍ୟୁ ପରେ ବାପା ଘରକୁ ଜଣାଇଥିଲେ ପୁଅଘର । ତେବେ ଝିଅ ଘର ହତ୍ୟା ହୋଇଛି ବୋଲି ସନ୍ଦେହ କରି ମୃତ ଦେହ ନେଉନାହାନ୍ତି ଏତେ ଘଣ୍ଟା ବିତି ଯାଇଥିଲେ ବି ସେମିତି ପଡି ରହିଛି ମୃତ ଦେହ ।

The post ହତ୍ୟା ସନ୍ଦେହରେ ଉଠୁନି ଶବ appeared first on ONA KHABAR.

ସ୍କୁଲ ଛାଡି ଧାରଣାରେ ପିଲା
ଭଦ୍ରକ: ଭଦ୍ରକ ଜିଲ୍ଲା  ଭଣ୍ଡାରିପୋଖୀ ବ୍ଲକ ରାଜେନ୍ଦ୍ରପୁର ପଞ୍ଚାୟତ ଥଇରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉତ୍ତେଜନା । ଶିକ୍ଷକ ନିଯୁକ୍ତି ଦାବିରେ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଏଠି ପ୍ରଥମରୁ ଅଷ୍ଟମ ଯାଏ ୧୨୯ ଜଣ ପିଲା ପାଠ ପଢୁଛନ୍ତି । ହେଲେ ପଢାଇବା ପାଇଁ ମାତ୍ର ୩ ଜଣ ଶିକ୍ଷକ ଅଛନ୍ତି । ଶିକ୍ଷକ ନଥିବାରୁ ପିଲାଙ୍କ ପାଠପଢା ବାଧାପ୍ରାପ୍ତ ହେଉଛି । ଶିକ୍ଷକ ନିଯୁକ୍ତି ପାଇଁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କିଛି ପଦକ୍ଷେପ ନିଆଯାଇନି । ବାଧ୍ୟ ହୋଇ ପିଲାଙ୍କ ସହ ଅଭିଭାବକ ମିଶି ଧାରଣାରେ ବସିଛନ୍ତି । ଶିକ୍ଷକ ନିଯୁକ୍ତି ନହେବା ଯାଏ ଧାରଣା ଜାରି ରହିବା ନେଇ ଚେତାବନୀ ଦିଆଯାଇଛି ।

The post ସ୍କୁଲ ଛାଡି ଧାରଣାରେ ପିଲା appeared first on ONA KHABAR.

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବୃଦ୍ଧ ଗିରଫ
ଭଦ୍ରକ: ଭଦ୍ରକରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଜଣେ ୫୫ ବର୍ଷ ବୟସ୍କ ବୃଦ୍ଧ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।  ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଅଞ୍ଚଳରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି । ନାବାଳିକାଙ୍କ ବୟସ ୫ ବର୍ଷ ହେବ ବୋଲି କୁହାଯାଇଛି । ବୃଦ୍ଧ ଜଣଙ୍କ ନାବାଳିକାଙ୍କୁ ମୋବାଇଲ ଦେଖାଇବା ବାହାନାରେ ଏକ ଇଟାଭାଟିକୁ ଡାକି ନେଇଥିଲେ । ସେଠାରେ ସେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ତନାଘନା ଆରମ୍ଭ କରିଥିଲା ପୋଲିସ । ଅଭିଯୋଗ ପାଇବା ପରେ ପାଗଳା ଦାସକୁ ଗିରଫ କରିଛି ଧାମନଗର ପୋଲିସ ।

The post ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବୃଦ୍ଧ ଗିରଫ appeared first on ONA KHABAR.