35.1 C
Bhubaneswar
Tuesday, April 23, 2024
Homeଓଡିଶାସଂସ୍ଥା କରିପାରିବେ କୋଭିଡ କେୟାର ହୋମ୍‌

ସଂସ୍ଥା କରିପାରିବେ କୋଭିଡ କେୟାର ହୋମ୍‌

ଭୁବନେଶ୍ୱର: ନିଜ କର୍ମଚାରୀଙ୍କ ପାଇଁ ସଂସ୍ଥା କରିପାରିବେ କୋଭିଡ କେୟାର ହୋମ୍ । ନିଜ ଅନୁଷ୍ଠାନ କର୍ମଚାରୀଙ୍କ ଚିକିତ୍ସା ପାଇଁ ସଂସ୍ଥା କୋଭିଡ କେୟାର ହୋମ୍ କରିପାରିବେ । ୧୦ରୁ ୨୦ ଜଣ ରୋଗୀଙ୍କ ପାଇଁ ସେମାନେ କୋଭିଡ କେୟାର ହୋମ୍ କରିପାରିବେ ବୋଲି ସରକାର କହିଛନ୍ତି । ନିଜ କର୍ମଚାରୀଙ୍କ ସୁବିଧା ଓ ମାନସିକ ସୁସ୍ଥତା ପାଇଁ ସେମାନେ ହୋମ୍ କରିପାରିବେ । ବଡ ସଂସ୍ଥାମାନଙ୍କୁ କୋଭିଡ କେୟାର ସେଣ୍ଟର ପାଇଁ ଅନୁମତି ମିଳିବ ବୋଲି ଆଜି ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀ ସୂଚନା ପ୍ରଦାନ କରିଛନ୍ତି ।

ଲକ୍ଷଣ ନଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking