34.1 C
Bhubaneswar
Thursday, April 25, 2024
Homeଓଡିଶାକାଲିଠୁ କୋଟାରୁ ଫେରିବେ ଓଡିଶା ଛାତ୍ରଛାତ୍ରୀ

କାଲିଠୁ କୋଟାରୁ ଫେରିବେ ଓଡିଶା ଛାତ୍ରଛାତ୍ରୀ

ଭୁବନେଶ୍ୱର: ଲକ ଡାଉନ ପାଇଁ ଏବେ ବିଭିନ୍ନ ରାଜ୍ୟରେ ଓଡିଶାର ଶ୍ରମିକଙ୍କ ସମେତ ଛାତ୍ରଛାତ୍ରୀ ମଧ୍ୟ ଫସିରହିଛନ୍ତି । ଏମାନଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ବ୍ୟବସ୍ଥା କରୁଛନ୍ତି । ତେବେ ଆସନ୍ତା କାଲିଠାରୁ ରାଜସ୍ଥାନର କୋଟାରୁ ଛାତ୍ରଛାତ୍ରୀ ଓଡିଶା ଫେରିବେ ବୋଲି ସୂଚନା ମିଳିଛି । କୋଟାରେ ଫସିଥିବା ଛାତ୍ରଛାତ୍ରୀ ନିଜ ବ୍ୟବସ୍ଥାରେ ବସରେ ଫେରିବେ ବୋଲି ଜଣାପଡିଛି । ଏଥିପାଇଁ ଓଡିଶା ସରକାର ଗାଡି ପରମିଟ ଓ ଅନ୍ୟ ବ୍ୟବସ୍ଥା କରିବେ । ଏଥିପାଇଁ ପ୍ରାୟ ୯୭୫ ଜଣ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରସ୍ତୁତ ଓଡିଶା ସରକାର କରିଥିବା କୁହାଯାଇଛି ।
https://onakhabar.com/2020/04/29/these-are-the-rules-ugc-panel-wants-colleges-to-follow-when-they-re-open/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking