ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା

ଭୁବନେଶ୍ୱର: ୨୦୧୫ ଓ ୨୦୧୬ ପାଇଁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି । ୨୦୧୫ ପାଇଁ ଉପନ୍ୟାସ ବିଭାଗରେ ନିତ୍ୟାନନ୍ଦ ପଣ୍ଡାଙ୍କୁ ଚୟନ କରାଯାଇଥିବା ବେଳେ କ୍ଷୁଦ୍ରଗଳ୍ପ ପାଇଁ ଶ୍ରୀ ପବିତ୍ର ପାଣିଗ୍ରାହୀ, କବିତା ପାଇଁ ଶ୍ରୀମତି ବୀଣାପାଣି ପଣ୍ଡା, ନାଟକ ଓ ଏକାଙ୍କିକା ପାଇଁ ସଂଜୟ ହାତୀ ଓ ନବୀନ କୁମାର ପରିଡାଙ୍କୁ ଚୟନ କରାଯାଇଛି । ସେହିଭଳି ପ୍ରବନ୍ଧ ପାଇଁ ପଂଚାନନ ମିଶ୍ର, ଜୀବନୀ ଭ୍ରମଣ ସାହିତ୍ୟ ପାଇଁ ଶ୍ରୀ ଧରଣୀଧର … Continue reading ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା