43.9 C
Bhubaneswar
Friday, April 19, 2024
Homeଓଡିଶାବସ୍ ଦୁର୍ଘଟଣାରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା ପରିଚାଳକଙ୍କ ମୃତ୍ୟୁ

ବସ୍ ଦୁର୍ଘଟଣାରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା ପରିଚାଳକଙ୍କ ମୃତ୍ୟୁ

ଦଶପଲ୍ଲା: ଦଶପଲ୍ଲା ଭଞ୍ଜନଗର ରାସ୍ତାର ଦଶପଲ୍ଲା ନିକଟସ୍ଥ ଗୋଡିବିଡା ଠାରେ ବୁଧବାର ସନ୍ଧ୍ୟାରେ କାଲେଶ୍ଵରୀ ନାମକ ଘରୋଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଛନ୍ତି । ଡ୍ରାଇଭର ଗୁରୁତର ହୋଇଛନ୍ତି । ଗାଡିଟି ବ୍ରହ୍ମପୁରରୁ ଦଶପଲ୍ଲା ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିପଡ଼ିଥିବା ଜଣାପଡିଛି ।

ଆହତମାନଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମୃତକ ଦଶପଲ୍ଲା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା ପରିଚାଳକ କଲ୍ୟାଣୀ ପଣ୍ଡା । ଆସନ୍ତାକାଲି କର୍ମକ୍ଷେତ୍ରରେ ଯୋଗଦେବାକୁ ସେ ଘରୁ ଦଶପଲ୍ଲା ଆସୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking