31.1 C
Bhubaneswar
Friday, March 29, 2024
Homeଓଡିଶାଓଡିଶା ପ୍ରଦେଶ କଂଗ୍ରେସ ସଂଗଠନ ଖୁବଶୀଘ୍ର ହେବ ମଜବୁତ: ନିରଞ୍ଜନ ପଟ୍ଟନାୟକ

ଓଡିଶା ପ୍ରଦେଶ କଂଗ୍ରେସ ସଂଗଠନ ଖୁବଶୀଘ୍ର ହେବ ମଜବୁତ: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : ରାଜସ୍ଥାନ ଉଦୟପୁର ରେ ଅନୁଷ୍ଠିତ ନବସଙ୍କଳ୍ପ ଚିନ୍ତନ ବୈଠକରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ, ଅଖିଳ ଭାରତ ଜାତୀୟ କଂଗ୍ରେସ କମିଟିର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ , ସାଧାରଣ ସମ୍ପାଦିକା ପ୍ରିୟଙ୍କା ଭଦ୍ରା ଗାନ୍ଧୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ କାର୍ଯ୍ୟକାରିଣୀ ସଦସ୍ୟ ଜନାର୍ଦ୍ଦନ ଦ୍ୱିବେଦୀ, ସଚିନ ପାଇଲଟ, କେ. ସି ଭେନୁଗୋପାଲ ଜୀ, ଓ ଅନ୍ୟ ବହୁ କଂଗ୍ରେସ ନେତୃ ବୃନ୍ଦଙ୍କ ସହ ଓଡିଶା ପ୍ରଦେଶ କଂଗ୍ରେସ ସଂଗଠନ କୁ କିଭଳି ଅଧିକ ମଜବୁତ ଓ ସଶକ୍ତ କରାଯାଇପାରିବ ସେ ବିଷୟରେ ସମସ୍ତ ଦିଗପତି ପୁଙ୍ଖାନୁପୁଙ୍ଗ ଆଲୋଚନା କରିଥିଲେ । ନିରଞ୍ଜନ ପଟ୍ଟନାୟକ ପ୍ରିୟଙ୍କା ଗାନ୍ଧୀ ଙ୍କୁ ସ୍ୱତନ୍ତ୍ର ଭାବେ ସାକ୍ଷାତ କରି ଓଡିଶା ପ୍ରଦେଶ କଂଗ୍ରେସ ର ସଂଗଠନ କୁ ମଜବୁତ କରିବା ପାଇଁ ଆଲୋଚନା କରିଥିଲେ । ପ୍ରିୟଙ୍କା ଗାନ୍ଧୀ ଖୁବଶୀଘ୍ର ଓଡିଶା ଆସି ଦଳକୁ ଅଧିକ ମଜବୁତ କରିବା ନେଇ ଅଧିକ ସମୟ ଦେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking