28.1 C
Bhubaneswar
Thursday, March 28, 2024
Homeଓଡିଶାଓଡ଼ିଶାର ୧୫ଜଣଙ୍କୁ ମିଳିବ ପୋଲିସ ମେଡାଲ

ଓଡ଼ିଶାର ୧୫ଜଣଙ୍କୁ ମିଳିବ ପୋଲିସ ମେଡାଲ

ଭୁବନେଶ୍ୱର : ଗୃହ ମନ୍ତ୍ରଣାଳୟ ପକ୍ଷରୁ ପୋଲିସ ସେବା ମେଡାଲ୍ ଘୋଷଣା କରାଯାଇଛି । ଓଡ଼ିଶାର ୧୫ଜଣଙ୍କୁ ମିଳିବ ପୋଲିସ ସେବା ମେଡାଲ୍ । ୨ଜରଙ୍କୁ ସାହାସିକତା ଓ ୨ଜଣଙ୍କୁ ଉଲ୍ଲେଖନୀୟ ସେବା ପଦକ ମିଳିବ । ଆଉ ୧୧ଜଣଙ୍କୁ ଉତ୍କୃଷ୍ଟ ପୋଲିସ ସେବା ପଦକ ମିଳିବ ବୋଲି ଗୃହମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି । ସୌମେନ୍ଦ୍ର ପ୍ର୍ରି୍ରଦର୍ଶୀ ଓ ସରୋଜ ମହାପାତ୍ରଙ୍କୁ ଉଲ୍ଲେଖନୀୟ ସେବା ପଦକ ମିଳିବ । କୁମାର କର୍ମୀ ଓ ପୀତବାସ ପାଣ୍ଡେଙ୍କୁ ମିଳିବ ସାହସିକତା ପଦକ । ଆସନ୍ତା କାଲି ସ୍ୱାଧୀନତା ଦିବସ ଅବସରରେ ଏହି ମେଡାଲ ପ୍ରଦାନ କରାଯିବ ।

ଟ୍ଵିନସିଟିକୁ ସତର୍କତା ଜାରି, କଟକ ଜିଲ୍ଲାରେ ସରକାରୀ ଛୁଟି ବାତିଲ କଲେ ଜିଲ୍ଲାପାଳ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking