39.2 C
Bhubaneswar
Thursday, April 18, 2024
Homeଓଡିଶାପୋଲିସ କର୍ମଚାରୀଙ୍କୁ ସପ୍ତାହରେ ଦିନେ ମିଳିବ ଛୁଟି

ପୋଲିସ କର୍ମଚାରୀଙ୍କୁ ସପ୍ତାହରେ ଦିନେ ମିଳିବ ଛୁଟି

ଭୁବନେଶ୍ୱର: ଏବେ କରୋନା ପାଇଁ ସବୁଠି ଲକ୍ ଡାଉନ । ଆଉ ଏହାକୁ ସଫଳ କରିବା ପାଇଁ ଲୋକଙ୍କୁ ଦିନରାତି ଜଗୁଛି ପୋଲିସ । ଷ୍ଟ୍ରିଟରେ ଡ୍ୟୁଟି କରୁଥିବା ପୋଲିସଙ୍କ କ୍ଷେତ୍ରରେ ଏହା ଜାରି ହେବ । ଏହାଛଡା ସେମାନେ ୮ ଘଂଟାରୁ ଅଧିକ ସମୟ ଡ୍ୟୁଟି କରିପାରିବେ ନାହିଁ ବୋଲି ଆଡଭାଇଜରିରେ ସୂଚାନ ଦିଆଯାଇଛି । ସେମାନଙ୍କ କୌଣସି ଛୁଟି ନଥିବାରୁ ଏବେ ସପ୍ତାହରେ ସେମାନଙ୍କୁ ଦିନଟିଏ ଛୁଟି ମିଳିବ ବୋଲି ଓଡିଶା ପୋଲିସ ମୁଖ୍ୟାଳୟରୁ ସୂଚନା ଦିଆଯାଇଛି । ତେବେ ଏସପି ଓ ଡିସିପିଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା ହେବା ପରେ ଆଡଭାଇଜରି ଜାରି କରାଯାଇଛି । ବର୍ତମାନ କିଛି ଜିଲ୍ଲାରେ ଏହା କାର୍ଯ୍ୟକାରୀ ହୋଇସାରିଛି ।
https://onakhabar.com/2020/03/29/german-state-finance-minister-thomas-schafer-found-dead/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking