28.1 C
Bhubaneswar
Thursday, March 28, 2024
Homeଓଡିଶା'ଓଡିଶା ମୋ ପରିବାର' ଆନୁକୂଲ୍ୟରେ ରକ୍ତ ଦାନ ଶିବିର

‘ଓଡିଶା ମୋ ପରିବାର’ ଆନୁକୂଲ୍ୟରେ ରକ୍ତ ଦାନ ଶିବିର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେନ୍ଦେଇପସୀ ଠାରେ ଓଡ଼ିଶା ମୋ ପରିବାର ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ମନ୍ତ୍ରୀ ଙ୍କ ଆହ୍ୱାନ କୁ ସମ୍ମାନ ଜଣାଇ ପାଟଣା ନିର୍ବାଚନ ମଣ୍ଡଳୀ ର ବ୍ୟକ୍ତିମାନେ ରକ୍ତଦାନ କରିଥିଲେ। ମହାମାରୀ କରୋନା ସମୟରେ ପ୍ଳାଜ଼ମା ଦେଇ ସଂକ୍ରମିତ ଙ୍କ ଜୀବନ ବଞ୍ଚୁଥିବା ରକ୍ତ ଦାତା, ସ୍ୱେଚ୍ଛାକୃତ ଭାବେ ଆସି ରକ୍ତ ଦାନ କରିବାର ଦେଖାଯାଇଥିଲା । ଏଥିରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପାଟଣା ବିଧାୟକ ଜଗନ୍ନାଥ ନାୟକ। ଓଡ଼ିଶା ମୋ ପରିବାର ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ ସମସ୍ତ ଜନ ସାଧାରଣ କିପରି ରକ୍ତ ର ଅଭାବ ଅନୁଭବ ନକରନ୍ତି। କେନ୍ଦୁଝର ଜିଲ୍ଲାରେ ରକ୍ତ ଅଭାବ ନରହିବା ତଥା ସାରା ରାଜ୍ୟରେ ରକ୍ତର ଅଭାବ ନରହିବା ପାଇଁ ଏହି ପ୍ରୟାସ କରିଛନ୍ତି । ରକ୍ତ ଦାନ ଶିବିରଟି ଆୟୋଜନ କରାଯିବା ସହ କୋଭିଡି ନିୟମାବଳୀ କୁ ପାଳନ କରାଯାଇ ଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking