ଅନାଥ ଶିଶୁକୁ ସାହା ହେଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର : ଯେବେ ରକ୍ତ ପାଇଁ ଅସୁବିଧାରେ ପଡ଼ିଥାଏ ଜୀବନ, ସେତେବେଳେ ସଂଜୀବନୀ ସାଜିଥାଏ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତଗଢା ଓଡ଼ିଶା-ମୋ ପରିବାର, ଜୀବନ ବିନ୍ଦୁ । ସେହିପରି, ଗତକାଲି ପାରଳାଖେମୁଣ୍ଡି ହସ୍ପିଟାଲରେ ରକ୍ତ ପାଇଁ ବିପଦ ମୁହଁରେ ପଡ଼ିଥିଲା ଗୋଟେ ଅନାଥ ଶିଶୁର ଜୀବନ । ଉପଯୁକ୍ତ ସମୟରେ ରକ୍ତ ଯୋଗାଡ଼ କରି ଜୀବନ ବଞ୍ଚାଇଲା ଓଡ଼ିଶା-ମୋ ପରିବାର । ଘଟଣାଟି ଏପରି, ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଅନାଥ ଶିଶୁ ମାନଙ୍କ ପାଇଁ ଥିବା ଏକ ଚାଇଲ୍ଡ … Continue reading ଅନାଥ ଶିଶୁକୁ ସାହା ହେଲା ଓଡ଼ିଶା-ମୋ ପରିବାର