ଦିନ ମଜୁରିଆ ଲକ୍ଷ୍ମଣଙ୍କ ଆକସ୍ମିକ ମୃତ୍ୟୁରେ ପରିବାର ସହ ଛିଡ଼ା ହେଲା ଓଡିଶା-ମୋ ପରିବାର

ଭୁବନେଶ୍ୱର : ଶାନ୍ତି ପ୍ରିୟ ରାଜ୍ୟ ଓଡ଼ିଶାରେ ସବୁ ଧର୍ମର ବ୍ୟକ୍ତିଙ୍କୁ ଏକତାର ରଜ୍ଜୁରେ ବାନ୍ଧି ନିଜ ପରିବାର କରିଛନ୍ତି ଓଡ଼ିଶାର ମୁରବି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । କେବଳ ଓଡ଼ିଶାବାସୀଙ୍କ ଖୁସିରେ ନୁହେଁ, ପ୍ରତ୍ୟେକ ଓଡ଼ିଆଙ୍କ ଦୁଃଖରେ ମଧ୍ୟ ଛିଡ଼ା ହେଉଛନ୍ତି ସେ । ସେଥିପାଇଁ ସେ ଗଢିଛନ୍ତି ଓଡ଼ିଶା-ମୋ ପରିବାର ଏବଂ ଏହା ମାଧ୍ୟମରେ ପ୍ରତ୍ୟେକ ଓଡ଼ିଆଙ୍କ ଦୁଃଖ ଲାଘବ ହୋଇପାରୁଛି । ଏହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି … Continue reading ଦିନ ମଜୁରିଆ ଲକ୍ଷ୍ମଣଙ୍କ ଆକସ୍ମିକ ମୃତ୍ୟୁରେ ପରିବାର ସହ ଛିଡ଼ା ହେଲା ଓଡିଶା-ମୋ ପରିବାର