ଓଡିଶାକୁ ନେତା ନା ଅଫିସର ଚଳାଉଛନ୍ତି? : ନଡ୍ଡା

ଭବାନୀପାଟଣା: ଭବାନୀପାଟଣାରେ ବିଜେପୀ ସଭାପତି ଜେପି ନଡ୍ଡା ଉଦ୍‌ବୋଧନ ଦେବା ସମୟରେ ଓଡିଶାକୁ କିଏ ଶାସନ କରୁଛି ବୋଲି ପ୍ରଶ୍ନ କରିଥିଲେ ଜେନି ନଡ୍ଡା । ସଭାରେ କଡା ସମାଲୋଚନା କଲେ ଜେପି ନଡ୍ଡା । ଓଡିଶାକୁ ଚଳାଉଛି କିଏ ,ନେତା କିଏ ଏ ପର୍ଯ୍ୟନ୍ତ କାହାକୁ ଜଣାନାହିଁ । ଓଡିଶାକୁ ନେତା ନା ଅଫିସର ଚଳାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଜେପି ନଡ୍ଡା । ବିଜେଡି ଏମ୍ପି,ବିଧାୟକଙ୍କ କଥା କେହି ଶୁଣୁନାହାନ୍ତି । ଅଧିକାରୀଙ୍କ ହାତରେ … Continue reading ଓଡିଶାକୁ ନେତା ନା ଅଫିସର ଚଳାଉଛନ୍ତି? : ନଡ୍ଡା