28.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗ୬ରୁ ୮ ପର୍ଯ୍ୟନ୍ତ ହାଇକୋର୍ଟ ବନ୍ଦ

୬ରୁ ୮ ପର୍ଯ୍ୟନ୍ତ ହାଇକୋର୍ଟ ବନ୍ଦ

କଟକ : କଟକ ସହର ସଟ୍ ଡାଉନ ଘୋଷଣା କରାଯାଇଥିବା ବେଳେ ଜୁଲାଇ ୮ ପର୍ଯ୍ୟନ୍ତ ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ବନ୍ଦ ରହିବ। ସିଏମସି ପକ୍ଷରୁ ସଟ୍ ଡାଉନ ନେଇ ଜୁଲାଇ ୪ରେ ଜାରି କରାଯାଇଥିବା ନିର୍ଦ୍ଦେଶନାମାକୁ ବିଚାରକୁ ନେଇ ହାଇକୋର୍ଟ ପକ୍ଷରୁ ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁଲାଇ ୯ ତାରିଖ ପାଇଁ ଆସାଇନ୍‌ମେଣ୍ଟ ଓ ବେଞ୍ଚ କନଷ୍ଟିଚ୍ୟୁସନ୍ ନେଇ ପ୍ରକାଶିତ ବିଜ୍ଞପ୍ତିରେ ସଂଶୋଧନ କରାଯାଇଛି। ୬ ତାରିଖ ପାଇଁ ପ୍ରକାଶିତ ବେଞ୍ଚ ଜୁଲାଇ ୯‌ରେ ବସି ୬ ତାରିଖର କଜ୍ ଲିଷ୍ଟରେ ତାଲିକାଭୁକ୍ତ ମାମଲାର ଶୁଣାଣି କରିବେ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ଖାଉଟି ଦ୍ରବ୍ୟର ମୂଲ୍ୟ ଅହେତୁକ ବୃଦ୍ଧି, ଗ୍ରାହକ ଚିନ୍ତାରେ

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking