28.9 C
Bhubaneswar
Wednesday, April 17, 2024
Homeଓଡିଶାହାଇକୋର୍ଟ ପକ୍ଷରୁ ନୂଆ ନିୟମାବଳୀ ଜାରି

ହାଇକୋର୍ଟ ପକ୍ଷରୁ ନୂଆ ନିୟମାବଳୀ ଜାରି

ଭୁବନେଶ୍ୱର : କେନ୍ଦ୍ର ସରକାର ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ଘୋଷଣା କରିବା ପରେ କଟକଣାରେ କେତେକ ପରିବର୍ତ୍ତନ କରିଥିବାରୁ ଏହାକୁ ଭିତ୍ତିକ ରି ଓଡ଼ିଶା ହାଇକୋର୍ଟ କୋର୍ଟ ପରିଚାଳନା ନେଇ ସମୟ ନିର୍ଘଣ୍ଟ କରିଛନ୍ତି । ଏଥିରେ ସମତେ ବିଭିନ୍ନ ଜୋନ୍‌ରେ ଥିବା ତଳକୋର୍ଟ ଖୋଲିବା ଉପରେ ସମୟ ନିର୍ଦ୍ଧାରଣ କରାଯାଇଛି । ଏଥିରେ ରେଡ୍ ଜୋନ୍‌ରେ ଘଣ୍ଟାଏ ଅରେଞ୍ଜ ଜୋନ୍‌ରେ ୨ଘଣ୍ଟ, ଗ୍ରୀନ୍ ଜୋନ୍‌ରେ ଅଢ଼େଇ ଘଣ୍ଟା ଯାଏଁ ତଳ କୋର୍ଟ ଚାଲି ପାରିବ ବୋଲି ହାଇକୋର୍ଟ ନିଷ୍ପତି ନେଇଛନ୍ତି । ହାଇକୋର୍ଟର ସମସ୍ତ କାର୍ଯ୍ୟ ଦିବସରେ ୫ଟି ଜଣକିଆ ଖଣ୍ଡପିଠ କାମ କରିବେ । କେବଳ ମଙ୍ଗଳବାର ଓ ଗୁରୁବାର ଦୁଇଟି ଡିଭିଜନ୍ ବେଂଚ କାର୍ଯ୍ୟ କରିବପାରିବ ବୋଲି ହାଇକୋର୍ଟ କହିଛନ୍ତି । ଆଜି ଏନେଇ ହାଇକୋର୍ଟ ପକ୍ଷରୁ ନିର୍ଦ୍ଦେଶାବଳି ଜାରି କରାଯାଇଛି ।
https://onakhabar.com/2020/05/01/lockdown-over-coronavirus-extended-for-two-weeks-beyond-may-4/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking