27.1 C
Bhubaneswar
Friday, March 29, 2024
Homeଓଡିଶାସଞ୍ଜୀବ ପାଣିଗ୍ରାହୀ ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ

ସଞ୍ଜୀବ ପାଣିଗ୍ରାହୀ ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ

କଟକ: ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ସଞ୍ଜୀବ ପାଣିଗ୍ରାହୀ । ସଂଜୀବ ପାଣିଗ୍ରାହୀଙ୍କୁ ନୂତନ ବିଚାରପତି ଭାବେ ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ଦିଆଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।ତେବେ ବର୍ତ୍ତମାନ ସୁପ୍ରିମକୋର୍ଟର ଆଇନଜୀବି ଭାବେ କାର‌୍ୟ୍ୟ ତୁଲାଉଛନ୍ତି ସଞ୍ଜୀବ ପାଣିଗ୍ରାହୀ । ନୂତନ ବିଚାରପତି ନିଯୁକ୍ତି ଲାଗି ରାଷ୍ଟ୍ରପତିଙ୍କ ଠାରୁ ମିଳିଛି ଅନୁମୋଦନ । ରାଷ୍ଟ୍ରପତିଙ୍କ ଠାରୁ ଅନୁମୋଦନ ମିଳିବା ପରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରାଳୟ ।
https://onakhabar.com/2020/02/07/jagannath/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking