ମହାନଦୀକୁ ବଞ୍ଚାଇବା ପାଇଁ ଓଡ଼ିଶା ସରକାରଙ୍କ କୌଣସି ଆନ୍ତରିକତା ନାହିଁ: ନବୀନ

ଭୁବନେଶ୍ୱର: ମହାନଦୀ ଜଳ ବିବାଦକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ରହିଛି । ଯେତେବେଳେ ଟ୍ରିବ୍ୟୁନାଲରେ ମହାନଦୀ ବିବାଦକୁ ନେଇ ଶୁଣାଣି ଚାଲିଥିଲା ସେତେବେଳେ ଏଜି ପୀତାମ୍ବର ଆଚାର୍ଯ୍ୟ ଅନୁପସ୍ଥିତ ଥିଲେ । ଏହାରି ଭିତରେ ଏଜିଙ୍କ ଅନୁପସ୍ଥିତି ନେଇ ନିଜ ସୋସିଆଲ ମିଡ଼ିଆ ଏକ୍ସରେ ଟ୍ୱିଟ କରି ପ୍ରଶ୍ନ କରିଛନ୍ତି ବିରୋଧୀଦଳ ନେତା  ନବୀନ ପଟନାୟକ। କହିଛନ୍ତି ମହାନଦୀକୁ ବଞ୍ଚାଇବା ପାଇଁ ବିଜେପି ସରକାରଙ୍କ ଇଏ କ’ଣ ଆନ୍ତରିକତା? ଟ୍ରିବ୍ୟୁନାଲରେ ମହାନଦୀ ବିବାଦ ନେଇ … Continue reading ମହାନଦୀକୁ ବଞ୍ଚାଇବା ପାଇଁ ଓଡ଼ିଶା ସରକାରଙ୍କ କୌଣସି ଆନ୍ତରିକତା ନାହିଁ: ନବୀନ