29.1 C
Bhubaneswar
Friday, April 26, 2024
Homeଓଡିଶାସଚିବ ସ୍ତରରେ ଅଦଳବଦଳ

ସଚିବ ସ୍ତରରେ ଅଦଳବଦଳ

ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ ଏଜେନ୍ସି): ଆଜି ସବିବ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ ମହାପାତ୍ରଙ୍କୁ ଅତିରିକ୍ତ ଦାୟିତ୍ୱ ଦାୟିତ୍ୱ ଦିଆଯାଇଛି । ପ୍ରଦୀପ୍ତ ମହାପାତ୍ରଙ୍କୁ ରାଜସ୍ୱ ବିଭାଗ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ନିକୁଞ୍ଜ ବିହାରୀ ଧଳ ହେଲେ ସ୍ୱାସ୍ଥ୍ୟ ବିଭାଗ ସଚିବ । ସ୍ୱାସ୍ଥ୍ୟ ସଚିବ ଥିବା ପ୍ରମୋଦ ମେହେର୍ଦ୍ଦାଙ୍କୁ ପରିବହନ ସଚିବ ଦାୟିତ୍ୱ ଦିଆଯାଇଛି ତାହା ସହିତ ମେହେର୍ଦ୍ଦାଙ୍କୁ କୃଷି ବିଭାଗ ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଆଇପିଏସ୍ ଅରୁଣବୋଥ୍ରାଙ୍କୁ ଓଏସଆରଟିସି ଏମଡି ଭାବେ ଅତିରିକ୍ତ ଦାୟିତ୍ୱ । ୟେଦୁଲା ବିଜୟ ହେଲେ ଯୋଜନା ସଂଯୋଜନା ବିଭାଗ ଉପ ସଚିବ । ଦିବ୍ୟଜ୍ୟୋତି ପରିଡ଼ା ରାଉରକେଲା ମହାନଗରି ନିଗମ କମିଶନର ତାହା ସହିତ ଦିବ୍ୟଜ୍ୟୋତିଙ୍କୁ ରାଉରକେଲା ସ୍ମାର୍ଟ ସିଟି ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି ।
https://onakhabar.com/2020/01/01/know-how-year-2020-for-odisha/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking