34.1 C
Bhubaneswar
Friday, March 29, 2024
Homeଓଡିଶାନିଖୋଜ ବ୍ୟକ୍ତିଙ୍କ ଶବ ଉଦ୍ଧାର କଲେ ଅଗ୍ନିଶମ ଅଧିକାରୀ

ନିଖୋଜ ବ୍ୟକ୍ତିଙ୍କ ଶବ ଉଦ୍ଧାର କଲେ ଅଗ୍ନିଶମ ଅଧିକାରୀ

ମାଲକାନଗିରି: ପଡ଼ିଆ ବ୍ଳକ ଅନ୍ତର୍ଗତ ଉଣ୍ଡୃରୁକୋଣ୍ଡା ଗ୍ରାମ ନିକଟସ୍ଥ ପୋଖରୀରେ ଜଣେ ବ୍ୟକ୍ତି ନିଖୋଜ ଥିବା। ଖବର ପାଇ ଅଗ୍ନିଶମ ଅଧିକାରୀ ଶ୍ରୀ ବିରେନ୍ଦ୍ର କୁମାର ସିଂହ ତାଙ୍କ ଟିମ ସହ ପହଞ୍ଚି ପୋଖରୀରେ ଖୋଜାଖୋଜି କରି ଥିଲେ । ମଧ୍ୟ ନିଖୋଜ ବ୍ୟକ୍ତିଙ୍କୁ ଠାବ କରିପାରିନଥିଲେ । ଆଜି ସକାଳେ ସେହି ବ୍ୟକ୍ତିଙ୍କ ଶବ ପୋଖରୀରୁ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତି ଜଣକ ହେଲେ ଉଣ୍ଡୃରୁକୋଣ୍ଡା ଗ୍ରାମର ଭୀମା ମାଡ଼ି ବୋଲି ଜଣାପଡିଛି । କାଲିମେଳା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ସୁଚନା ମୁତାବକ ଏନେଇ କାଲିମେଳା ଥାନାରେ କେଶ୍ ନମ୍ବର – ୪୨/୨୦ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀ ଦାସଙ୍କର ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking