36.7 C
Bhubaneswar
Tuesday, April 16, 2024
Homeଓଡିଶାପ୍ଲାଜମା ଥେରାପି ଦେବେ ଅଗ୍ନିଶମ କର୍ମଚାରୀ

ପ୍ଲାଜମା ଥେରାପି ଦେବେ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ଵର: ପ୍ଲାଜମା ଥେରାପି  ଦେବେ ଅଗ୍ନିଶମ କର୍ମଚାରୀ । ବାତ୍ୟା ଆମ୍ଫନ୍ ପାଇଁ ପଶ୍ଚିମବଙ୍ଗ ଯାଇଥିବା ଓଡ଼ିଶା ର ଅଗ୍ନିଶମ କର୍ମଚାରୀ ଙ୍କ ମଧ୍ୟରୁ ଯେଉଁମାନେ ସୁସ୍ଥ ହୋଇ ସାରିଥିବେ ସେମାନେ ଏହି ଥେରାପି ଦେଇ ପାରିବେ । ମିଳିଥିବା ସୂଚନା ମୁତାବକ, ପ୍ରଥମ ପର୍ଯ୍ୟାୟରେ ୧୦ ଜଣ କର୍ମଚାରୀ ପ୍ଲାଜମା ଦାନ କରିବେ। କଟକ ଏସ ସି ବି ମେଡିକାଲରେ ସେମାନଙ୍କଠାରୁ ପ୍ଲାଜମା ସଂଗ୍ରହ କରାଯିବ। ଗୁରୁତର ‘କରୋନା’ ଆକ୍ରାନ୍ତଙ୍କ ଚିକିତ୍ସାରେ ପ୍ଲାଜମାର ବ୍ୟବହାର ହେବ। ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking