30.1 C
Bhubaneswar
Wednesday, April 24, 2024
Homeଓଡିଶାଆଜି ଅଗ୍ନିଶମ ସେବା ସହିଦ ଦିବସ

ଆଜି ଅଗ୍ନିଶମ ସେବା ସହିଦ ଦିବସ

ଭୁବନେଶ୍ୱର : ୧୯୪୪ ମସିହାରେ ଏହି ଦିନ ବମ୍ବେ ଡକ ଇନ ରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଥଲା। ଉକ୍ତ ଅଗ୍ନିକାଣ୍ଡରେ ୬୬ ଜଣ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା। ତେବେ ସେହି ସହିଦଙ୍କ ସ୍ମୃତି ଉଦେଶ୍ୟରେ ପ୍ରତିବର୍ଷ ୧୪ ଏପ୍ରିଲ ଅଗ୍ନିଶମ ସେବା ସହିଦ ଦିବସ ଏବଂ ୧୪ ତାରିଖରୁ  ଏପ୍ରିଲ୍ ରୁ ୨୧ ଏପ୍ରିଲ୍ ଅଗ୍ନି ସେବା ସପ୍ତାହ ଭାବରେ ପାଳନ କରାଯାଏ  । କିନ୍ତୁ ବିପର୍ଯ୍ୟୟ covid- 19 କୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସମାନ ପାଳନ କରାଯାଇପାରିବ ନାହିଁ ।

ଆଜି ହେଉଛି ଜାତୀୟ ଅଗ୍ନି ସେବା ଦିବସ । ବିପର୍ଯ୍ୟୟ COVID-19 ଏବଂ ସାମାଜିକ ଦୂରତାକୁ ଦୃଷ୍ଟିରେ ଭୁବନେଶ୍ୱର ବରମୁଣ୍ଡାସ୍ଥିତ ଓଡିଶା ଅଗ୍ନିଶମ ଓ ବିପର୍ଯୟ ପରିଚାଳନା ଏକାଡେମୀ ପକ୍ଷରୁ ନିରାଡ଼ମ୍ବର ଭାବରେ ଏହି ଦିବସ ପାଳନ କରାଯାଇଛି । ଏଥିରେ ସାମାଜିକ ଦୂରତାକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି । କରୋନା ବିପର୍ଯୟକୁ ପ୍ରତିହତ କରିବା ପାଇଁ ଅଗ୍ନିଶମ କର୍ମଚାରୀମାନେ ନିୟୋଜିତ ରହିଛନ୍ତି । ଏଣୁ ଏହାକୁ ଜରୁରୀ ମାନେ କରି ସେମାନେ ପରିମଳ ବ୍ୟବସ୍ଥାକୁ ପ୍ରାଧାନ୍ୟ ଦେଉଥିବାରୁ ଜାତୀୟ ଅଗ୍ନିଶମ ସେବା ଦିବସ କୁ ନିରାଡ଼ମ୍ବର ଭାବେ ପାଳନ କରିଛନ୍ତି ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking