34.1 C
Bhubaneswar
Friday, March 29, 2024
Homeଓଡିଶାଆକ୍ସନ ମୁଡରେ ପୁଲିସ

ଆକ୍ସନ ମୁଡରେ ପୁଲିସ

ଭୁବନେଶ୍ୱର : ଟ୍ୱିନ୍‌ସିଟିରେ ଆକ୍ସନ ମୁଡରେ ପୁଲିସ । କରୋନା କଟକଣାକୁ ଅମାନିଆମାନେ ମାନୁ ନଥିବାରୁ ପୁଲିସ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କୋଭିଡ ନିୟଭ ଉଲ୍ଲଘଂନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଯେଉଁମାନେ ମାସ୍କ ପିନ୍ଧି ନାହାନ୍ତି କିମ୍ବା ସାମାଜିକ ଦୂରତା ପାଳନ କରୁ ନାହାନ୍ତି ସେମାନଙ୍କ ନିକଟରୁ ଜରିମାନା ଆଦାୟ ସହ ସେମାନଙ୍କୁ ତାଗିଦ୍ କରାଯାଉଛି। ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସହିଦନଗର, ଲକ୍ଷ୍ମୀସାଗର ଓ ବରମୁଣ୍ଡାର ରୁଚିକା ମାର୍କେଟ ଅଞ୍ଚଳ ବୁଲି କରୋନାକୁ ନେଇ ସଚେତନ କରୁଥିବା ଦେଖିବାକୁ ମିଳିଥିଲା । ଏହାସହ ଅମାନିଆଙ୍କୁ ସାବାଡ କରିବା ପାଇଁ ସେମାନଙ୍କ ନିକଟରୁ ଫାଇନ୍ ମଧ୍ୟ ଆଦାୟ କରାଯାଉଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking