38.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗଅଜୟ ଦାଶ ମାମଲା ନେଲା ଇଡି

ଅଜୟ ଦାଶ ମାମଲା ନେଲା ଇଡି

ଭୁବନେଶ୍ୱର : ଆୟ ବହିର୍ଭୂତ ସପତ୍ତି ମାମଲାରେ ସ୍ୱତନ୍ତ୍ର ସଚିବ ଅଜୟ ଦାଶ ଗିରଫ ପ୍ରସଙ୍ଗ । ଏବେ ତଦନ୍ତ ପାଇଁ ମାମଲାକୁ ଭିଜିଲାନ୍ସ ହାତରୁ ନେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଜୟ ଦାଶଙ୍କ ଅର୍ଥ ନେଣଦେଣ କାରବାରକୁ ଖୋଳତାଡ଼ କରିବ ଇଡି ।

ସୂଚନା ଅନୁଯାୟୀ, ଗତ ମାସ ୧୩ ତାରିଖରେ ଅଜୟଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ । ରାଜସ୍ୱ ବିଭାଗ ସ୍ୱତନ୍ତ୍ର ସଚିବ ଅଜୟ ଦାଶଙ୍କ ଘରୁ ୩ କୋଟିର ସଂପତ୍ତି ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking