ଟାଟାବିଜୁଳି କଣ୍ଟାଜାଲରେ ଓଡିଶା ଛଟପଟ : ମାୟାଧର ନାୟକ

ଯାଜପୁର: ଯେଉଁଦିନଠାରୁ ଓଡିଶାସରକାର ବିଜୁଳିକୁ ଟାଟା ମୁଣ୍ଡରେ ମୁଣ୍ଡାଇଦେଲେ – ସେହିଦିନଠାରୁ ଟାଟା ବିଜୁଳି ଜାଲରେ ସରକାର, ସାରାଓଡିଶା ଛଟପଟ ହେଉଛିବୋଲି ବିଶିଷ୍ଟ ଶ୍ରମିକନେତା ମାୟାଧର ନାୟକ କହିଛନ୍ତି । ଶ୍ରୀ ନାୟକ ପ୍ରେସ୍‍ ଇସ୍ତାହାରରେ ଲେଖିଛନ୍ତି – ଟାଟା କମ୍ପାନୀର ଯାହାକିଛି ଧନସଂପତ୍ତିର ପାହାଡ ସୃଷ୍ଟି ହୋଇଛି ତା’ ମୂଳରେ ଅଛି – ମୟୂରଭଞ୍ଜର ଗୋରୁମହିଷାଣୀ ବାଦାମପାହାଡର ଲୁହାଖଣି, ସୁକିନ୍ଦାର କ୍ରୋମାଇଟ୍‍ ଖଣି । ଏଇଠୁ ଲୁହାପଥର, କ୍ରୋମାଇଟ୍‍ ନେଇ ଜାମସେଦପୁରରେ ଇସ୍ପାତ କାରଖାନା ପ୍ରତିଷ୍ଠା … Continue reading ଟାଟାବିଜୁଳି କଣ୍ଟାଜାଲରେ ଓଡିଶା ଛଟପଟ : ମାୟାଧର ନାୟକ