30.1 C
Bhubaneswar
Thursday, April 25, 2024
Homeଓଡିଶାକରୋନାରେ ଆକ୍ରାନ୍ତ ଆଇଏଏସ ତୁହିନକାନ୍ତ ପାଣ୍ଡେ

କରୋନାରେ ଆକ୍ରାନ୍ତ ଆଇଏଏସ ତୁହିନକାନ୍ତ ପାଣ୍ଡେ

ଭୁବନେଶ୍ୱର: ବଢିଚାଲିଛି କରୋନା ରୋଗୀଙ୍କ ସଂଖ୍ୟା । କାହାକୁ ବି ଛାଡୁନି ଏ ମହାମାରୀ କରୋନା । ପିଲାଠୁ ବୁଢା ସମସ୍ତଙ୍କୁ ନିଜ ଜାଲରେ ପକାଉଛି ଏହି ଭାଇରସ । ଏହାରି ଭିତରେ ଓଡିଶା କ୍ୟାଡର ଆଇଏଏସ ତୁହିନକାନ୍ତ ପାଣ୍ଡେ କରୋନା ରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ତେବେ ତୁହିନକାନ୍ତଙ୍କୁ କରୋନା ହୋଇଥିବା ନେଇ ପିଟିଆଇ ସୂତ୍ରରୁ ପ୍ରକାଶ ପାଇଛି । କେନ୍ଦ୍ରର ବିନିବେଶ ବିଭାଗ ସଚିବ ହେଉଛନ୍ତି ତୁହିନକାନ୍ତ ପାଣ୍ଡେ । ୧୯୮୭ ମସିହା ଓଡିଶା କ୍ୟାଡର ଆଇଏଏସ ତୁହିନକାନ୍ତ ପାଣ୍ଡେ । ପୂର୍ବରୁ ଏହି ଆଇଏଏସ ଅଫିସର ଜଣକ ରାଜ୍ୟ ଅର୍ଥ ସଚିବ, ଆବାସିକ କମିଶନର ଥିଲେ ।

https://onakhabar.com/2020/06/09/140-more-corona-patient-recovered-today-odisha/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking