31.1 C
Bhubaneswar
Friday, March 29, 2024
Homeଓଡିଶାବିଧାନସଭା: ବିରୋଧିଙ୍କ ପ୍ରବଳ ହଟ୍ଟଗୋଳ, କାଲି ଯାଏଁ ଗୃହ ମୁଲତବୀ

ବିଧାନସଭା: ବିରୋଧିଙ୍କ ପ୍ରବଳ ହଟ୍ଟଗୋଳ, କାଲି ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ୍ ଅଧିବେଶନ । ଗୃହ ଆରମ୍ଭରୁ ଚାଲିଛି ବିରୋଧିଙ୍କ ହଟ୍ଟଗୋଳ । ଅଫିସର ଗ୍ୟାଲେରୀରେ ଜଣେ ବି ଅଫିସର ନ ଥିବାରୁ ତାରା ବାହିନୀପତି ଉଦବେଗ ପ୍ରକାଶ କରିବାରୁ ଗୃହରେ ପ୍ରବଳ ହଙ୍ଗାମା ସୃଷ୍ଟି । ଗୃହର ମଧ୍ୟ ଭାଗକୁ ଆସି ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳଓ ନାରାବାଜି । ବ୍ରିଟିଶ ଶାସନ ଚାଲିବ ନାହିଁ କହି ନାରାବାଜି ହୋଇଥିଲା । ହଟ୍ଟଗୋଳ ମଧ୍ୟରେ ଗୃହ କାର୍ଯ୍ୟ ଅଳ୍ପ ସମୟ ଚାଲିବା ପରେ କଂଗ୍ରେସ ବିଧାୟକ ସଚିବଙ୍କୁ ଚେୟାରରୁ ଟାଣି ଉଠାଇ ଦେଇଥିଲେ । ତେଣୁ ଗୃହକୁ ଶାନ୍ତ କରିବା ପାଇଁ ବାଚସ୍ପତି ସୂର୍ଯ୍ୟ ପାତ୍ର କାଲି ଯାଏଁ ବିଧାନସଭା ମୁଲତବୀ ଘୋଷଣା କରିଛନ୍ତି ।
https://onakhabar.com/2020/02/14/govt-service-pension-grow-5/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking