29.1 C
Bhubaneswar
Thursday, April 25, 2024
Homeଓଡିଶାଅଗଷ୍ଟ ୨୭ରେ ଓଏଏସ ପ୍ରିଲିମ୍‌

ଅଗଷ୍ଟ ୨୭ରେ ଓଏଏସ ପ୍ରିଲିମ୍‌

ଭୁୁବନେଶ୍ୱର: ଓଡିଶା ସିଭିଲ ସର୍ଭିସ ପ୍ରିଲିମନାରୀ ପରୀକ୍ଷା ପାଇଁ  ପ୍ରକାଶ ପାଇଛି । ଅଗଷ୍ଟ ୨୭ରେ ୨ଟି ସିଟିଂରେ ପରୀକ୍ଷା ନେଇ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସକାଳ ୧୦ରୁ ୧୨ ଜିଏସ ୧ମ ପେପର, ସାଢେ ୧ରୁ ସାଢେ ୩ଟା ୨ୟ ପେପର ପରୀକ୍ଷା ହେବ । ସେହିଭଳି ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ସମ୍ବଲପୁରରେ ପରୀକ୍ଷା କେନ୍ଦ୍ର କରାଯିବ ।

ପରୀକ୍ଷାର୍ଥୀଙ୍କୁ ଉଭୟ ଅଫଲାଇନ୍ ଓ ଅନଲାଇନରେ ଆଡିମିଟ୍ କାର୍ଡ ଜାରି କରାଯିବ।ଏହି ୨୦୦ ମାର୍କର ପ୍ରିଲିମ୍ ପରୀକ୍ଷା ଦୁଇଟି ସିଟିଙ୍ଗରେ ହେବ। ଏଥିରେ ସର୍ବନିମ୍ନ ୩୩ ପ୍ରତିଶତ ମାର୍କ ରଖିଥିବା ପ୍ରାର୍ଥୀ ମେନ୍ ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହେବେ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking