29.1 C
Bhubaneswar
Wednesday, April 24, 2024
Homeଓଡିଶାକେରଳରୁ ଓଡ଼ିଶା ଫେରୁଛନ୍ତି ୧୧୪୦ ଜଣ ଓଡ଼ିଆ ଶ୍ରମିକ

କେରଳରୁ ଓଡ଼ିଶା ଫେରୁଛନ୍ତି ୧୧୪୦ ଜଣ ଓଡ଼ିଆ ଶ୍ରମିକ

ଭୁବନେଶ୍ବର : କେରଳରୁ ଫେରୁଛନ୍ତି ଓଡ଼ିଆ ଶ୍ରମିକ । ୧୧୪୦ ଜଣ ଓଡ଼ିଆ ଶ୍ରମିକ ଏର୍ଣ୍ଣାକୁଲମର ଆଲୁଭୁ ଷ୍ଟେସନରୁ ଓଡ଼ିଶା ଅଭିମୂଖେ ବାହାରିଛନ୍ତି । ସେମାନଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲାର ୩୫୦ ଶମ୍ରିକ ଅଛନ୍ତି । ଶ୍ରମିକ ସ୍ପେଶାଲ ଟ୍ରେନରେ ସେମାନଙ୍କୁ ଓଡ଼ିଶା ଫେରାଇ ଅଣାଯାଉଛି । ସେମାନେ ଟ୍ରେନ ଯାତ୍ରା କରିବା ପୂର୍ବରୁ ଏର୍ଣ୍ଣାକୁଲମ ପୋଲିସ ପକ୍ଷରୁ ଷ୍ଟେସନରେ ଶୁଖିଲା ଖାଦ୍ୟ ପୁଡ଼ିଆ ବଣ୍ଟନ କରାଯାଇଥିଲା । ତେବେ ଶ୍ରମିକମାନେ ଓଡ଼ିଶା ଫେରିବା ପରେ ସେମାନଙ୍କୁ ୧୪ ଦିନି ପାଇଁ ସ୍ୱତନ୍ତ୍ର ସଙ୍ଗରୋଧ ଗୃହରେ ରଖାଯିବ ବୋଲି ଜଣାପଡ଼ିଛି ।
https://onakhabar.com/2020/05/02/students-reached-in-rourkela/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking