32.1 C
Bhubaneswar
Thursday, March 28, 2024
Homeଅପରାଧବେଙ୍ଗଲୁରୁରେ ଓଡିଆ ଯୁବତୀଙ୍କୁ ଗୁଳି

ବେଙ୍ଗଲୁରୁରେ ଓଡିଆ ଯୁବତୀଙ୍କୁ ଗୁଳି

ବେଙ୍ଗଲୁରୁ: ବେଙ୍ଗଲୁରୁରେ ଓଡିଆ ଯୁବତୀଙ୍କୁ ଗୁଳିମାଡ । ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ । ମାରାଥାଲୀ ତାନା ମୁନେକୋଲାଲା ଅଞ୍ଚଳରେ ଯୁବତୀଙ୍କୁ ଗୁଳିମାଡ ହୋଇଛି । ଜଣେ ଯୁବକ ଦେଶୀ ବନ୍ଧୁକରୁ ଗୁଳିମାଡ କରିଥିବା ସୂଚନା ମିଳିଛି । ଗୁରୁତର ଯୁବତୀ ଜଣକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଗୁଳିକାଣ୍ଡର କାରଣ ଏବେ ସସପେନ୍ସରେ ରହିଥିବା ଜଣାପଡିଛି । ମାରାଥାଲ୍ଲୀ ବ୍ରିଜ ନିକଟରୁ ଉଦ୍ଧାର ହେଲେ ଅଭିଯୁକ୍ତ ଅମରେନ୍ଦ୍ର ପଟ୍ଟନାୟକ । ଅମରେନ୍ଦ୍ରଙ୍କ ବେକରେ ଗୁରୁତର ଆଘାତ ଲାଗିଥିବା ଜଣାପଡିଛି । ଅମରେନ୍ଦ୍ରଙ୍କ ପାଖରୁ ୧୭ପୃଷ୍ଠାର ଏକ ଚିଠି ଜବତ କରିଛି ପୋଲିସ । ଏକତରଫା ପ୍ରେମରୁ ଗୁଳି କଲାପରେ ଆତ୍ମହତ୍ୟା କରିଥିବା ସନ୍ଦେହ ।
https://onakhabar.com/2020/02/26/delhi-caa-violence/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking