ସୁଦାନରୁ ଫେରିଲେ ଓଡିଆ ପୁଅ ଆଦର୍ଶ

ଭୁବନେଶ୍ୱର: ସୁଦାନରୁ ଫେରିଲେ ଓଡିଆ ପୁଅ ଆଦର୍ଶ । ସୁଦାନରୁ ସୁରକ୍ଷିତ ଭାବେ ଓଡିଶା ଫେରିଲେ ଓଡିଆ ଯୁବକ ଆଦର୍ଶ ବେହେରା । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା କୋଟକଣା ଗାଁର ଆଦର୍ଶ ବେହେରା ଓଡିଶା ଫେରିଛନ୍ତି । ସୁଦାନରେ କାର୍ଯ୍ୟ କରୁଥିବା ବେଳେ ଓଡିଆ ଯୁବକଙ୍କୁ ଆତଙ୍କବାଦୀ ଅପହରଣ କରିନେଇଥିଲେ । ଗୃହ ଯୁଦ୍ଧରେ ସାମିଲ ବିଦ୍ରୋହୀଙ୍କ ଦ୍ୱାରା ଅପହରଣ ହୋଇଥିଲେ ଆଦର୍ଶ । ଦୀର୍ଘଦୀନ ପରେ ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ଆଦର୍ଶ । … Continue reading ସୁଦାନରୁ ଫେରିଲେ ଓଡିଆ ପୁଅ ଆଦର୍ଶ