27.1 C
Bhubaneswar
Tuesday, September 27, 2022
Homeଓଡିଶାଅକ୍ଟୋବର ୧୬ରେ ଓସିଏସ ପ୍ରିଲିମ୍‌

ଅକ୍ଟୋବର ୧୬ରେ ଓସିଏସ ପ୍ରିଲିମ୍‌

ଭୁବନେଶ୍ୱର: ଓଡ଼ିଶା ସିଭିଲ ସର୍ଭିସ-୨୦୨୧ ପ୍ରିଲିମ ପରୀକ୍ଷା ପାଇଁ ଆଜି ତାରିଖ ଘୋଷଣା ହୋଇଛି । ଅକ୍ଟୋବର ୧୬ରେ ପ୍ରିଲିମ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି ଓପିଏସସି । ଅକ୍ଟୋବର ୧୬ ତାରିଖ ରବିବାର ଦିନ ହେବ ପ୍ରିଲିମ୍ ପରୀକ୍ଷା । ରାଜ୍ୟର ୫ଟି ଜୋନରେ ପରୀକ୍ଷା କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ତେବେ ୧୬ ତାରିଖରେ ୨ଟି ସିଟିଂରେ ପରୀକ୍ଷା କରାଯିବ ନେଇ ଘୋଷଣା ହୋଇଛି । ସକାଳ ୧୦ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଜେନେରାଲ ଷ୍ଟଡିଜ୍ ପେପର ୧ ପାଇଁ ପରୀକ୍ଷା ହେବ । ସେହିପରି ଦିନ ୧ଟା ୩୦ରୁ ୩ଟା ୩୦ ପର୍ଯ୍ୟନ୍ତ ଜେନେରାଲ ଷ୍ଟଡିଜ୍ ପେପର-୨ ପରୀକ୍ଷା ହେବ । ଭିନ୍ନକ୍ଷମ ପ୍ରାର୍ଥୀମାନଙ୍କୁ ୪୦ ମିନିଟ୍ ଅତିରିକ୍ତ ସମୟ ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking