ସୋମନାଥ ବ୍ରତ ପାଳନ

ପୁରୀ :ଭଗବାନ ସୋମନାଥଙ୍କ ପ୍ରୀତ୍ୟର୍ଥେ ଭାଦ୍ରବ ଶୁକ୍ଳ ଷଷ୍ଠୀଠାରୁ ଆଶ୍ୱିନ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ସୋମନାଥ ବ୍ରତ ବ୍ରତ ପାଳନ କରାଯାଏ । ଭଗବାନ ଶିବ (ପଶ୍ଚିମ ସୋମନାଥ) ଏହି ବ୍ରତର ଆରାଧ୍ୟ ଦେବତା । ସ୍ୱୟଂ ମହାପ୍ରଭୁ ଶିବ ଏହି ବ୍ରତର ବକ୍ତା ଓ ମା’ ପାର୍ବତୀ ଏହାର ଶ୍ରୋତା । ଓଡ଼ିଶାର ଗ୍ରାମେ ଗ୍ରାମେ ମହିଳାମାନେ ଏହି ବ୍ରତ ଶ୍ରଦ୍ଧା ଓ ଭକ୍ତିର ସହିତ ପାଳନ କରନ୍ତି । ପ୍ରତ୍ୟୁଷରୁଉଠି ଅପାମାରଙ୍ଗ ଦାନ୍ତକାଠିରେ ଦାନ୍ତ … Continue reading ସୋମନାଥ ବ୍ରତ ପାଳନ