31.1 C
Bhubaneswar
Friday, March 29, 2024
Homeଅପରାଧଅଶ୍ଳୀଳ ଫଟୋ ଉଠାଇବା ମହଙ୍ଗା ପଡିଲା

ଅଶ୍ଳୀଳ ଫଟୋ ଉଠାଇବା ମହଙ୍ଗା ପଡିଲା

ଜଳେଶ୍ୱର: ଜଳେଶ୍ୱର ଅଞ୍ଚରେ ଏକ ଲଜ୍ଜା ଜନକ ଘଟଣା ଦେଖିବାକୁ ମିଳିଛି । ୩ଜଣ ଯୁବକଙ୍କ ଏକ ହୀନ କାର୍ଯ୍ୟ ଦେଖିବାକୁ ମିଳିଛି ଜଳେଶ୍ୱରର ଭୋଗରାଇ ବ୍ଲକ ଗୁନେଇବସାଣ ଗାଁରେ । ଗତରାତିରେ ୩ଜଣ ଯୁବକ ସାଙ୍ଗ ହୋଇ ଅନ୍ୟ ଲୋକଙ୍କ ଘରେ ପଶି ମହିଳା ମାନଙ୍କ ଅସଂଯତ ଫଟୋ ଉଠାଇ କିଛି ମାସ ହେଲା ଅଶ୍ଳୀଳ ଭିଡିଓ ତିଆରି କରୁଥିଲେ । ପରେ ଏହାକୁ ଭାଇରାଲ କରୁଥିବା ଅଭିଯୋଗ ହୋଇଥିଲା । ଏହା ଜାଣିବା ପରେ ଗ୍ରାମବାସୀ ମାନେ ଯୁବକ ମାନଙ୍କୁ ଧରି ନିର୍ଧୁମ ମାଡ ମାରିବା ସହ ଉଠବସ ମଧ୍ୟ କରିଥିଲେ । ପରେ ଗାଁଲୋକେ ସେମାନଙ୍କୁ ୬ହଜାର ଟଙ୍କା ଜରିମାନା କରି ଯୁବକଙ୍କୁ ଛାଡି ଦେଇଥିବା ଜଣାପଡିଛି । ତେବେ ମହିଳା ମାନେ ନିଜ ଘରେ ମଧ୍ୟ ସୁରକ୍ଷିତ ନୁହଁନ୍ତି ।
https://onakhabar.com/2020/01/05/bus-fire/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking