26.1 C
Bhubaneswar
Friday, March 29, 2024
Homeଓଡିଶାଓଏଏସ ରେଜଲ୍ଟ ପ୍ରକାଶିତ

ଓଏଏସ ରେଜଲ୍ଟ ପ୍ରକାଶିତ

ଭୁବନେଶ୍ୱର: ପ୍ରକାଶ ପାଇଲା ଓଡିଶା ସିଭିଲ ସର୍ଭିସ (ଓଏଏସ)୨୦୧୮ ରେଜଲ୍ଟ । ମୋଟ ୨୧୮ ଜଣ ପରୀକ୍ଷାର୍ଥୀ ସିଭିଲ ସର୍ଭିସରେ କୃତକାର୍ଯ୍ୟ ହୋଇଛନ୍ତି । ୨୧୮ ଜଣଙ୍କ ମଧ୍ୟରେ ରହିଛନ୍ତି ୭୨ଜଣ ମହିଳା ପରୀକ୍ଷାର୍ଥୀ । ସେଥିମଧ୍ୟରୁ ଟପ ଟେନ ମଧ୍ୟରେ ଅଛନ୍ତି ଦେବାଶିଷ ପଣ୍ଡା । ସେ ହେଲେ ଓଏଏସ ଟପ୍ପର । ଦ୍ୱିତୀୟରେ ଅଛନ୍ତି ଋୁତୁପର୍ଣ୍ଣା ମହାପାତ୍ର, ତୃତୀୟରେ ଆକାଶ କୁମାର ପଣ୍ଡା, ଚତୁର୍ଥରେ ସନ୍ତୋଷିନୀ ଦାଶ, ପଞ୍ଚମରେ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା, ଷଷ୍ଠରେ ଶକ୍ତିଶ୍ରୀ ଅନୀଲ ରଞ୍ଜନ ସାହୁ,ସପ୍ତମରେ ଶତାବ୍ଦୀ ରାୟ, ଅଷ୍ଟମ ସ୍ଥାନରେ ଦମୟନ୍ତୀ ସାହୁ, ନବମରେ ଶକ୍ତି ମହାପାତ୍ର, ଦଶମରେ ସ୍ମରଣିକା ତୁଳ ଅଛନ୍ତି ।
https://onakhabar.com/2020/01/06/aidso-demonstration-at-balangir/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking