ନୂଆପଡା ଉପନିର୍ବାଚନ: ଦ୍ୱାଦଶ ରାଉଣ୍ଡ ସୁଦ୍ଧା ୪୦ ହଜାର ୩୧୩ ଭୋଟରେ ଆଗୁଆ ବିଜେପି

ନୂଆପଡା:  ନୂଆପଡାରେ ବଡ ବିଜୟ ପଥେ ବିଜେପି  ପ୍ରାର୍ଥୀ ଜୟ ଢୋଲକିଆ । ଦ୍ୱାଦଶ ରାଉଣ୍ଡ ସୁଦ୍ଧା ୪୦ ହଜାର ୩୧୩ ଭୋଟରେ  ଆଗୁଆ ଜୟ ଢୋଲକିଆ । ଦ୍ୱାଦଶ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୫୯, ୩୬୬ ଭୋଟ ମିଳିଛି ।  ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୧୯ ହଜାର ୫୩ ଭୋଟ ମିଳିଛି । ତୃତୀୟ ସ୍ଥାନରେ ଘାସିରାମଙ୍କୁ ୧୭ ହଜାର ୪୩୭ ଭୋଟ ମିଳିଛି । ନୂଆପଡା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି … Continue reading ନୂଆପଡା ଉପନିର୍ବାଚନ: ଦ୍ୱାଦଶ ରାଉଣ୍ଡ ସୁଦ୍ଧା ୪୦ ହଜାର ୩୧୩ ଭୋଟରେ ଆଗୁଆ ବିଜେପି