ନୂଆପଡା ଉପନିର୍ବାଚନ: ଦଶମ ରାଉଣ୍ଡ ସୁଦ୍ଧା ୩୩ ହଜାର ୨୩୨ ଭୋଟରେ ଆଗୁଆ ବିଜେପି
ନୂଆପଡା: ନୂଆପଡାରେ ବଡ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ । ଦଶମ ରାଉଣ୍ଡ ସୁଦ୍ଧା ୩୩ ହଜାର ୨୩୨ ଭୋଟରେ ଆଗୁଆ ଜୟ ଢୋଲକିଆ । ଦଶମ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୫୦ ହଜାର ୩୩୩ ଭୋଟ ମିଳିଛି । ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୧୭, ୧୦୧ ଭୋଟ ମିଳିଛି । ତୃତୀୟ ସ୍ଥାନରେ ଘାସିରାମଙ୍କୁ ୧୩ ହଜାର ୭୫୧ ଭୋଟ ମିଳିଛି । ନୂଆପଡା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର … Continue reading ନୂଆପଡା ଉପନିର୍ବାଚନ: ଦଶମ ରାଉଣ୍ଡ ସୁଦ୍ଧା ୩୩ ହଜାର ୨୩୨ ଭୋଟରେ ଆଗୁଆ ବିଜେପି
Copy and paste this URL into your WordPress site to embed
Copy and paste this code into your site to embed