ନୂଆପଡା ଉପନିର୍ବାଚନ: ନବମ ରାଉଣ୍ଡ ସୁଦ୍ଧା ୩୦ ହଜାର ୪୬୭ ଭୋଟରେ ବିଜେପି ଆଗୁଆ

ନୂଆପଡା: ନୂଆପଡାରେ ବଡ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ । ନବମ ରାଉଣ୍ଡ ସୁଦ୍ଧା ୩୦ ହଜାର ୪୬୭ ଭୋଟରେ ଆଗୁଆ  ଜୟ ଢୋଲକିଆ । ନବମ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୪୫, ୨୫୧ ଭୋଟ ମିଳିଛି । ଦ୍ୱିତୀୟ ସ୍ଥାନରେ ସସ୍ନେହାଙ୍ଗିନୀଙ୍କୁ ୧୪, ୭୮୪ ଭୋଟ  ମିଳିଛି ।  ତୃତୀୟ ସ୍ଥାନରେ ଘାସିରାମଙ୍କୁ ୧୧, ୯୫୭ ଭୋଟ ମିଳିଛି । ନୂଆପଡା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି ଜାରି … Continue reading ନୂଆପଡା ଉପନିର୍ବାଚନ: ନବମ ରାଉଣ୍ଡ ସୁଦ୍ଧା ୩୦ ହଜାର ୪୬୭ ଭୋଟରେ ବିଜେପି ଆଗୁଆ