ନୂଆପଡା ଉପନିର୍ବାଚନ: ଅଷ୍ଟମ ରାଉଣ୍ଡ ସୁଦ୍ଧା ୨୮ ହଜାର ୮୮୮ ଭୋଟରେ ଆଗୁଆ ବିଜେପି

ନୂଆପଡା: ନୂଆପଡାରେ ବଡ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ । ଅଷ୍ଟମ ରାଉଣ୍ଡ ସୁଦ୍ଧା ୨୮ ହଜାର ୮୮୮ ଭୋଟରେ ଆଗୁଆ  ଜୟ ଢୋଲକିଆ । ଅଷ୍ଟମ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୪୧ ହଜାର ୫୨୦ ଭୋଟ ମିଳିଛି । ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୧୨ ହଜାର ୬୩୨ ଭୋଟ ମିଳିଛି । ତୃତୀୟ ସ୍ଥାନରେ ଘାସିରାମ ମାଝୀଙ୍କୁ ୧୦, ୬୪୯ ଭୋଟ ମିଳିଛି । ନୂଆପଡା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର … Continue reading ନୂଆପଡା ଉପନିର୍ବାଚନ: ଅଷ୍ଟମ ରାଉଣ୍ଡ ସୁଦ୍ଧା ୨୮ ହଜାର ୮୮୮ ଭୋଟରେ ଆଗୁଆ ବିଜେପି