ନୂଆପଡା ଉପନିର୍ବାଚନ: ସପ୍ତମ ରାଉଣ୍ଡ ସୁଦ୍ଧା ୨୫ହଜାର ୩୪୬ ଭୋଟରେ ଆଗୁଆ ବିଜେପି

ନୂଆପଡା: ନୂଆପଡାରେ ବଡ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ । ସପ୍ତମ ରାଉଣ୍ଡ ସୁଦ୍ଧା ୨୫ହଜାର ୩୪୬ ଭୋଟରେ ଆଗୁଆ ଜୟ ଢୋଲକିଆ । ଜୟ ଢୋଲକିଆଙ୍କୁ ୩୬ ହଜାର ୮୮ ଭୋଟ ମିଳିଛି । ସେହିପରି ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୧୦ ହଜାର  ୭୪୨ ଭୋଟ ମିଳିଛି ।  ତୃତୀୟ ସ୍ଥାନରେ ଘାସିରାମ ମାଝୀଙ୍କୁ ୯ ହଜାର ୪୭୪ ଭୋଟ ମିଳିଛି ।  ନୂଆପଡା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି … Continue reading ନୂଆପଡା ଉପନିର୍ବାଚନ: ସପ୍ତମ ରାଉଣ୍ଡ ସୁଦ୍ଧା ୨୫ହଜାର ୩୪୬ ଭୋଟରେ ଆଗୁଆ ବିଜେପି