ନୂଆପଡା ଉପନିର୍ବାଚନ: ପଞ୍ଚମ ରାଉଣ୍ଡ ସୁଦ୍ଧା ୧୮ ହଜାର ୩୯୮ଭୋଟରେ ବିଜେପି ଆଗୁଆ  

ନୂଆପଡା: ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ । ପଞ୍ଚମ ରାଉଣ୍ଡ ସୁଦ୍ଧା ୧୮ ହଜାର ୩୯୮ ଭୋଟରେ ଆଗୁଆ ଜୟ ଢୋଲକିଆ । ପଞ୍ଚମ ରଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୨୫୧୯୫ ଭୋଟ ମିଳିଛି । ଦ୍ୱିତୀୟ ସ୍ଥାନରେ କଂଗ୍ରେସରେ ଘାସିରାମଙ୍କୁ ୬୭୯୭ ଭୋଟ ମିଳିଛି । ତୃତୀୟ ସ୍ଥାନରେ ଥିବା ସ୍ନେହାଙ୍ଗିନୀଙ୍କୁ ୬୫୩୮ ଭୋଟ ମିଳିଛି । ନୂଆପଡା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି ଜାରି ରହିଛି ।ଷ୍ଟ୍ରଙ୍ଗ ରୁମରେ ସିଲ … Continue reading ନୂଆପଡା ଉପନିର୍ବାଚନ: ପଞ୍ଚମ ରାଉଣ୍ଡ ସୁଦ୍ଧା ୧୮ ହଜାର ୩୯୮ଭୋଟରେ ବିଜେପି ଆଗୁଆ