ନୂଆପଡା ଉପନିର୍ବାଚନ: ୧ଟା ସୁଦ୍ଧା ୫୧.୪୨% ମତଦାନ
ନୂଆପଡା: ଓଡ଼ିଶାର ନୂଆପଡ଼ା ବିଧାନସଭା ଆସନର ଉପନିର୍ବଚନରେ ମଙ୍ଗଳବାର ଅପରାହ୍ନ ୧ଟା ସୁଦ୍ଧା ୨.୫୩ ଲକ୍ଷ ଭୋଟରଙ୍କ ମଧ୍ୟରୁ ମୋଟ ୫୧.୪୨ ପ୍ରତିଶତ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି ବୋଲି ଜଣେ ଅଧିକାରୀ କହିଛନ୍ତି। ଦିନ ୧୧ଟା ସୁଦ୍ଧା ନୂଆପଡାରେ ୩୨.୫୧% ଭୋଟିଂ ସରିଛି। ପୂର୍ବରୁ ୯ଟା ସୁଦ୍ଧା ୧୪.୯୯% ମତଦାନ କରିଥିଲେ। ବଡ଼ ବଡ଼ ଟାଣୁଆ ନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକମାନେ ଆସି ମତଦାନ କରୁଛନ୍ତି। ଭୋଟ୍ ଦେଇଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ। ଏହି ନିର୍ବାଚନ … Continue reading ନୂଆପଡା ଉପନିର୍ବାଚନ: ୧ଟା ସୁଦ୍ଧା ୫୧.୪୨% ମତଦାନ
Copy and paste this URL into your WordPress site to embed
Copy and paste this code into your site to embed