26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଏବେ ମହିଳାଙ୍କ ଆସନରେ କିନ୍ନର ହୋଇପାରିବେ ପାର୍ଥୀ

ଏବେ ମହିଳାଙ୍କ ଆସନରେ କିନ୍ନର ହୋଇପାରିବେ ପାର୍ଥୀ

ମୁମ୍ବାଇ : ଭାରତରେ ଆଇନ ସମସ୍ତଙ୍କ ପାଇଁ ସମାନ ଓ ସବୁ ବର୍ଗର ଲୋକ ମାନଙ୍କୁ ସମାନ ଅଧିକାର ମିଳିଥାଏ । ଏବେ କିନ୍ନର ମାନେ ମଧ୍ୟ ନିର୍ବାଚନ ଲଢିପାରିବେ । ଏହି ଐତିହାସିକ ନଷ୍ପତି ନେଇଛନ୍ତି ବମ୍ବେ ଉଚ୍ଚ ନ୍ୟାୟାଳୟର ଓରଙ୍ଗବାଦ ପୀଠ ।
ପଞ୍ଚୟତ ନିର୍ବାଚନରେ କିନ୍ନରଙ୍କ ଅ।।ସନ ସଂରକ୍ଷିତ କରିବା ପାଇଁ କିନ୍ନର ଅଞ୍ଜଳି ଓ ସଞ୍ଜନା ଉଚ୍ଚ ନ୍ୟୟାଳୟର ଦ୍ୱାରସ୍ଥ ହୋଇଥିଲେ । ତେବେ ଲିଙ୍ଗଗତ ପରିଚୟ ସଂମ୍ପର୍କରେ ନିଷ୍ପତି ନେଇ ମହିଳାଙ୍କ ପାଇଁ ଥିବା ଆସନରେ ଯଦି କିନ୍ନର ମାନେ ନିର୍ବାଚନ ଲଢିବାକୁ ଇଚ୍ଛୁକ ତେବେ ସେଥିରେ କୌଣସି ଅସୁବିଧା ନାହିଁ ବୋଲି ନ୍ୟାୟାଧିଶ ରବିନ୍ଦ୍ର ଘୁଗେ କହିଛନ୍ତି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking