ଭିଏଲଟିଡି ଓ ପାନିକ ବଟନ୍ ବାଧ୍ୟତାମୂଳକ ନେଇ ଏସଟିଏ ପକ୍ଷରୁ ନୋଟିସ ଜାରି

ବ୍ୟୁରୋ : ଅକ୍ଟୋବର ୧ ରୁ ଭେଇକିଲ ଲୋକେସନ ଟ୍ରାକିଂ ଡିଭାଇସ। ଭିଏଲଟିଡି ଓ ପାନିକ ବଟନ୍ ବାଧ୍ୟତାମୂଳକ ନେଇ ଏସଟିଏ ପକ୍ଷରୁ ନୋଟିସ ଜାରି। ଅକ୍ଟୋବର ପହିଲାରୁ ପଂଜୀକରଣ ହେବାକୁ ଥିବା ଏ ସବୁ ବର୍ଗର ନୂଆ ଗାଡ଼ିରେ ପଂଜୀକରଣ ସମୟରେ ହିଁ ଲାଗିବ ଭିଏଲଟିଡି ଓ ପାନିକ ବଟନ୍ । ଦୁଇ ଚକିଆ, ରିକ୍ସା ଓ ତିନି ଚକିଆକୁ ଛାଡ଼ି ସମସ୍ତ ଯାତ୍ରୀ ପରିବହନକାରୀ ଯାନ, ନେସନାଲ ପରମିଟ ଥିବା ମାଲବାହୀ ଗାଡ଼ି, ଆମ୍ବୁଲାନ୍ସ … Continue reading ଭିଏଲଟିଡି ଓ ପାନିକ ବଟନ୍ ବାଧ୍ୟତାମୂଳକ ନେଇ ଏସଟିଏ ପକ୍ଷରୁ ନୋଟିସ ଜାରି