କ୍ରାସ୍ ନୁହେଁ, ଫୋର୍ସ ଲ୍ୟାଣ୍ଡିଂ: ନିର୍ଦ୍ଦେଶକ

ରାଉରକେଲା: ରାଉରକେଲା ବିମାନ ଦୁର୍ଘଟଣା ନେଇ ବେସାମରିକ ବିମାନ ଚଳାଚଳ ପକ୍ଷରୁ ସ୍ପଷ୍ଟୀକରଣ । ନିର୍ଦ୍ଦେଶିକ ପ୍ରସନ୍ନ ପ୍ରଧାନ ସୂଚନା ଦେଇ କହିଛନ୍ତି ଯେ ମଧ୍ୟାହ୍ନ ୧୨ଟା ୨୭ରେ ଭୁବନେଶ୍ୱରରୁ ଉଡାଣ ଭରିଥିଲା ଇଣ୍ଡିଆ – ୧ ବିମାନ । ଭିଟି – କେଏସଏସ ୧୭ – ୧୦୨ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ସମୟରେ ବିମାନରେ ୨ ଜଣ ପାଇଲଟ୍‌, ୪ ଜଣ ଯାତ୍ରୀ ଥିଲେ । ଏହା କ୍ରାସ୍ ଲ୍ୟାଣ୍ଡିଂ ନୁହେଁ ଫୋର୍ସ … Continue reading କ୍ରାସ୍ ନୁହେଁ, ଫୋର୍ସ ଲ୍ୟାଣ୍ଡିଂ: ନିର୍ଦ୍ଦେଶକ