32.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶନିଜ ଘରେ ପତ୍ନୀଙ୍କ ସାଙ୍ଗ ସହ ଏମିତି କଲେ ବାନ୍ଧବୀଙ୍କ.....

ନିଜ ଘରେ ପତ୍ନୀଙ୍କ ସାଙ୍ଗ ସହ ଏମିତି କଲେ ବାନ୍ଧବୀଙ୍କ…..

ନୋଇଡା : ନୋଇଡାର ବିସରଖା ଏରିଆରେ ଜଣେ ବ୍ୟକ୍ତି ବୁଧବାର ଦିନ ନିଜ ଘରେ ନିଜ ପତ୍ନୀ ଙ୍କ ସାଙ୍ଗ ସହ ଦୃବ୍ୟବହାର କରି ବନ୍ଧା ହୋଇଛନ୍ତି । ଅଭିଯୁକ୍ତ ଯିଏକି ଦୀର୍ଘ ୨୦ ବର୍ଷ ହେବ ସାମାଜିକ ସ୍ୱୀକୃତି ଭାବେ ନୋଇଡା ଠାରେ ନିଜ ପତ୍ନୀ ସହ ରହି ଆସୁଛନ୍ତି । ସୂଚନା ଅନୁସାରେ ଅଭିଯୁକ୍ତ ଜଣକ ମହିଳା କୁ ଅନୁଚିତ ଭାବେ ଛୁଇଁ ବାକୁ ଚେଷ୍ଟା କରୁଥିଲେ ଯେତେ ବେଳେ ସେ ତାଙ୍କ ସାଙ୍ଗ ବା ଅଭିଯୁକ୍ତଙ୍କ ପତ୍ନୀ ଙ୍କୁ ଦେଖା କରିବାକୁ ଆସିଥିଲେ । ଅଭିଯୁକ୍ତ ଙ୍କ ନାମ ଗୁରୁଦିପ ସିଂ ବୋଲି ଜଣା ପଡିଛି ।
ଗୁରୁଦିପଙ୍କ ପତ୍ନୀ ଗର୍ଭବତୀ ଥିଲେ। କିଛି ସମୟ ବିତେଇବା ପାଇଁ ତାଙ୍କ ବାନ୍ଧବୀ ଙ୍କୁ ଘରକୁ ଡାକିଥିଲେ। ଯେହେତୁ ଗୁରଦୀପ ଘରେ ନଥିଲେ ଦୁଇ ବାନ୍ଧବୀ ସମୟ ବିତାଉଥିଲେ । ହେଲେ କିଛି ସମୟ ପରେ ଗୁରଦୀପ ଘରକୁ ଫେରି ଆସିଥିଲେ । ପୀଡିତା ଙ୍କ କହିବା ଅନୁଯାୟୀ ସେ ରୋଷେଇ ଘରୁ କିଛି ଜିନିଷ ଆଣିବାକୁ ଯାଇଥିବା ବେଳେ ଗୁରଦୀପ ତାଙ୍କ ସହ ଜବରଦସ୍ତି କରିବାକୁ ଚେଷ୍ଟା କରିବାରୁ ସେ ଜୋର ରେ ଚିଲେଇଥିଲେ ।ଏହା ସହ ଅଭିଯୁକ୍ତ ଗୁଣ୍ଡା ଲଗାଇ ତାଙ୍କୁ ବଳତ୍କାର କରିବାକୁ ଧମକ ବି ଦେଇଥିଲେ କିନ୍ତୁ ପତ୍ନୀ ଙ୍କ ସାଙ୍ଗ ଲଗେଇଥିବା ଆରୋପ କୁ ବିଷରେଖ ପୋଲିସ ଷ୍ଟେସନ ଠାରେ ଖଣ୍ଡନ କରିଛନ୍ତି ଗୁରୁଦିପ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking