ନୋବେଲ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ: ୨୦୨୦ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା ହୋଇଛି । ନରୱେର ନୋବେଲ କମିଟି ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ବିଜେତାଙ୍କ ନାମ ଘୋଷଣା ହୋଇଛି ।ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ୩୦୦ ରୁ ଅଧିକ ବ୍ୟକ୍ତି ଏବଂ ଅନୁଷ୍ଠାନ ମନୋନୀତ ହୋଇଛନ୍ତି । ଏହି ସମ୍ମାନ ପାଇଁ ଚତୁର୍ଥ ଥର ପାଇଁ ଏତେ ସଂଖ୍ୟକ ଲୋକ ମନୋନୀତ ହୋଇଛନ୍ତି । ଓାର୍ଲଡ ଫୁଡ ପ୍ରୋଗ୍ରାମକୁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି । କ୍ଷୁଧା ବିରୋଧରେ ଲଢେଇ ଓ କ୍ଷୁଧାମୁକ୍ତ ପାଇଁ ଡବ୍ଲୁଏଫଜିକୁ ପୁରସ୍କାର ପାଇଁ ଘୋଷଣା ହୋଇଛି । ନୋବେଲ ଶାନ୍ତି ପୁରସ୍କାର ପାଇଁ ମୋଟ ୩୧୮ ନାମ ତାଲିକାରେ ଅଛି । 2020 ପାଇଁ ନୋବେଲ ଶାନ୍ତି ପୁରସ୍କାର ବିଜେତା ତାଲିକାରେ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆର୍ଡନ ଶ୍ରେଷ୍ଠ ତିନୋଟି ନାମ ମଧ୍ୟରୁ ଅନ୍ୟତମ ।

LEAVE A REPLY

Please enter your comment!
Please enter your name here