ଏଣିକି ସବୁଦିନ ସଂଧ୍ୟାରେ ଟ୍ୱିନସିଟିକୁ ଟ୍ରକ ମନା

ଭୁବନେଶ୍ୱର : ଏଣିକି ସବୁଦିନ ସଂଧ୍ୟାରେ ଟ୍ୱିନସିଟିକୁ ଟ୍ରକ ମନା । ପ୍ରତ୍ୟେକ ଦିନ ସଂଧ୍ୟା ୫ଟାରୁ ସାଢ଼େ ୭ଟା ମଧ୍ୟରେ ରହିବ କଟକଣା। ୬ ଚକିଆ କିମ୍ବା ତାଠାରୁ ଚକିଆ ଗାଡ଼ି ଚକିଆ ସହର ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ । ସେ ଜାତୀୟ ରାଜପଥ ହେଉ କିମ୍ବା ରାଜ୍ୟ ରାଜପଥ ସହର ମଧ୍ୟରେ ଭାରିଯାନ ଚଳାଚଳ ଉପରେ ନିୟନ୍ତ୍ରଣ ଆଣିବା ଉଦ୍ଦେଶ୍ୟରେ ଭୁବନେଶ୍ଵର କଟକ କମିଶନରେଟ ପୋଲିସ ଏହି ନିଷ୍ପତ୍ତି ନେଇଛି । ସୂଚନା … Continue reading ଏଣିକି ସବୁଦିନ ସଂଧ୍ୟାରେ ଟ୍ୱିନସିଟିକୁ ଟ୍ରକ ମନା