ନବୀନଙ୍କ ଡ୍ରାମାକୁ କେହି ଗ୍ରହଣ କରୁନାହାନ୍ତି: ଜୟନାରାୟଣ

ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନ ନେବା ଘୋଷଣା । ନବୀନଙ୍କୁ ଆକ୍ଷେପ କଲେ ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର । ବିଧାୟକ ଜୟନାରାୟଣ କହିଛନ୍ତି ଯେ ନବୀନ ବାବୁ ବହୁତ ଧନୀ, ଏ ସବୁ ଡ୍ରାମା । ଖଣି ଖାଦାନରେ ଅନେକ ଦୁର୍ନୀତି ହୋଇଛି, ତଦନ୍ତ ହେବା ଦରକାର । ନବୀନ ବାବୁଙ୍କ ଡ୍ରାମାକୁ ଆଉ କେହି ଗ୍ରହଣ କରୁନାହାନ୍ତି । ପ୍ରମିଳା ମଲ୍ଲିକ ଦରମା ବୃଦ୍ଧି ପାଇଁ … Continue reading ନବୀନଙ୍କ ଡ୍ରାମାକୁ କେହି ଗ୍ରହଣ କରୁନାହାନ୍ତି: ଜୟନାରାୟଣ